ETV Bharat / city

ଉଭୟ ଡିସିପି ଓ ସିଏମସି ଅଫିସକୁ ସଧାରଣ ଲୋକଙ୍କୁ ମନା

ସିପି ଓ ସିଏମସି କାର୍ଯ୍ୟାଳୟରେ କଟକଣା । କାର୍ଯ୍ୟାଳୟ ରୁ ପିଜେଟିଭ ଚିନ୍ହଟ ହେବା ପରେ ଏପରି ନିଷ୍ପତି ନିଆଯାଇଛି । ସିଏମସି କାର୍ଯ୍ୟାଳୟ ରେ ବିଶୋଧନ ପ୍ରକ୍ରିୟା ଜାରି ରହିଛି । ଅଧିକ ପଢନ୍ତୁ..

author img

By

Published : Sep 1, 2020, 5:29 PM IST

dcp and cmc office close for people
dcp and cmc office close for people

କଟକ: ଡିସିପି ଓ ସିଏମସି କାର୍ଯ୍ୟାଳୟରେ କଟକଣା । କାର୍ଯ୍ୟାଳୟରୁ ପଜେଟିଭ ଚିନ୍ହଟ ହେବା ପରେ ଏପରି ନିଷ୍ପତି ନିଆଯାଇଛି । ସିଏମସି କାର୍ଯ୍ୟାଳୟ ରେ ବିଶୋଧନ ପ୍ରକ୍ରିୟା ଜାରି ରହିଛି । ଏହାଛଡା ସାଧାରଣ ଲୋକଙ୍କୁ ବର୍ତ୍ତମାନ ସିଏମସି ଅଫିସ କୁ ଆସିଵା ପାଇଁ ମନା କରାଯାଇଛି । ତେବେ କେତେ ଦିନ ଏହି ନିୟମ ରହିବ ତାହା ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଉଭୟ ଡିସିପି ଓ ସିଏମସି ଅଫିସକୁ ସଧାରଣ ଲୋକଙ୍କୁ ମନା
ଉଭୟ ଡିସିପି ଓ ସିଏମସି ଅଫିସକୁ ସଧାରଣ ଲୋକଙ୍କୁ ମନା
ଉଭୟ ଡିସିପି ଓ ସିଏମସି ଅଫିସକୁ ସଧାରଣ ଲୋକଙ୍କୁ ମନା
ଉଭୟ ଡିସିପି ଓ ସିଏମସି ଅଫିସକୁ ସଧାରଣ ଲୋକଙ୍କୁ ମନା
ଅନ୍ୟପଟେ ଡିସିପି କାର୍ଯ୍ୟାଳୟରେ ମଧ୍ୟ କୋରୋନା ପଜେଟିଭ ଚିନ୍ହଟ ହେବାପରେ କାର୍ଯ୍ୟାଳୟ କୁ 72 ଘଂଟା ପାଇଁ ବନ୍ଦ ରଖାଯାଇଛି । ଏହାଛଡ଼ା କେବଳ ଦରକାରୀ ବିଭାଗ ଖୋଲା ରହିଛି । ଯାହାଦ୍ୱାରା ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ଜାରି ରହିବ । ତେବେ ଡିସିପି କାର୍ଯ୍ୟାଳୟ ମଧ୍ୟ ଆଜି ସାନିଟାଇଜ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.