ETV Bharat / city

ଆକ୍ସନ ମୁଡରେ SCB, ଦଲାଲଙ୍କୁ ନାହିଁ ସ୍ଥାନ - ଏସସିବି ମେଡିକାଲ କତ୍ତୃପକ୍ଷ

ଏସସିବି ମେଡିକାଲରୁ ଦଲାଲ ଗିରଫ ହେବା ପରେ ଆକ୍ସନ ମୁଡ଼କୁ ଆସିଛନ୍ତି ଏସସିବି ମେଡିକାଲ କତ୍ତୃପକ୍ଷ । ଏଣିକି ଏସସିବିରେ ଦଲାଲଙ୍କୁ ନାହିଁ ସ୍ଥାନ । ଏନେଇ ସିଧାସଳଖ କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ ଡ଼ ଅଭିନାଶ ରାଉତ । ଅଧିକ ପଢନ୍ତୁ

Dalal arrested from SCB medica
ଆକ୍ସନ ମୁଡରେ ଏସସିବି ,ଦଲାଲଙ୍କୁ ନାହିଁ ସ୍ଥାନ
author img

By

Published : Aug 3, 2022, 3:32 PM IST

Updated : Aug 4, 2022, 8:05 AM IST

କଟକ: ଏସସିବି ମେଡିକାଲରୁ ଦଲାଲ ଗିରଫ ହେବା ପରେ ଆକ୍ସନ ମୁଡ଼କୁ ଆସିଛନ୍ତି ଏସସିବି ମେଡିକାଲ କତ୍ତୃପକ୍ଷ । ଏଣିକି ଦଲାଲଙ୍କୁ ନାହିଁ ଏସିବିରେ ସ୍ଥାନ। ଏନେଇ ସିଧାସଳଖ କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ ଡ଼ ଅଭିନାଶ ରାଉତ । ପୂର୍ବରୁ ଏସସିବି ମେଡିକାଲକୁ ଦଲାଲ ମୁକ୍ତ କରିବା ପାଇଁ କମିଶନରେଟ ପୋଲିସ ଠାରୁ ଆରମ୍ଭ କରି ମେଡିକାଲ କର୍ତ୍ତୃପକ୍ଷ ନେଇଛନ୍ତି ଅନେକ ପଦକ୍ଷେପ । କିନ୍ତୁ ଫଳ ଯଥା ପୂର୍ବମ ତଥା ପରମ । ଏହାରି ଭିତରେ ବାହାର ଦଲାଲଙ୍କ ଦୌରାତ୍ମ୍ୟ ସମ୍ପୂର୍ଣ୍ଣ କମିଯାଇଥିବା ବେଳେ ଦଲାଲ ଗିରି କରିବାରେ ମାତିଛନ୍ତି ଖୋଦ ମେଡିକାଲରେ କାମ କରୁଥିବା କେତେକ କର୍ମଚାରୀ ।

ଆକ୍ସନ ମୁଡରେ ଏସସିବି ,ଦଲାଲଙ୍କୁ ନାହିଁ ସ୍ଥାନ

ତେବେ ଗତ 6 ମାସ ମଧ୍ୟରେ କାର୍ଯ୍ୟରତ ଠିକା ସଂସ୍ଥାର 10 ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ଗିରଫ କଲାଣି ପୋଲିସ । ଏନେଇ ଏସସିବି କର୍ତ୍ତୃପକ୍ଷ କହିଛନ୍ତି ଯେଉଁମାନେ ରୋଗୀ କିମ୍ବା ସମ୍ପର୍କୀୟଙ୍କୁ ଲୁଟୁଛନ୍ତି ସେମାନଙ୍କୁ ବରଦାସ୍ତ କରାଯିବ ନାହିଁ । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହ ଗିରଫ ହେଉଥିବା କର୍ମଚାରୀଙ୍କୁ ଏସସିବି କ୍ୟାମ୍ପସ ଭିତରେ ପୁରେଇ ଦିଆଯିବ ନାହିଁ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, କଟକ

Last Updated : Aug 4, 2022, 8:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.