ETV Bharat / city

ଏମବିବିଏସ ସିଟ ନାଁରେ ଠକେଇ, ଅଭିଯୁକ୍ତ ଗିରଫ

author img

By

Published : Dec 3, 2019, 11:39 PM IST

ଏମବିବିଏସ ସିଟ ଦେବା ପାଇଁ ୬୯ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହି ଠକାମିର ଶିକାର ହୋଇଛନ୍ତି ଆସାମର ଜଣେ ବ୍ୟକ୍ତି।

fraud case
ଏମବିବିଏସ ନାଁରେ ଠକେଇ, ଅଭିଯୁକ୍ତ ଗିରଫ

କଟକ: ଟଙ୍କା ଦିଅ ମ୍ୟାନେଜମେଣ୍ଟ କୋଟାରେ ଏମବିବିଏସରେ ସିଟ କରାଇ ଦେବି । ଏଭଳି ପ୍ରତିଶୃତି ଦେଇ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ୮ ଲକ୍ଷ ଟଙ୍କାର ୪ଟି ଫିକସ ଡିପୋଜିଟ ଜବତ କରିବା ସହ, ୨୨ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟକୁ ସିଜ କରିଛି କ୍ରାଇମବ୍ରାଞ୍ଚ ପୋଲିସ । ଆଜି ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ଏହି ଠକାମିର ଶିକାର ହୋଇଛନ୍ତି ଆସାମର ଜଣେ ବ୍ୟକ୍ତି ।

ଗତ 2015 ମସିହା ଜୁଲାଇ ପ୍ରଥମ ସପ୍ତାହରେ ଆସାମର ସୁଜିତ ନାଥ ନିଜ ଝିଅର ଏମବିବିଏସ ଆଡମିସନ ସମ୍ପର୍କରେ ବୁଝିବା ପାଇଁ କିସ୍‌ ଆସିଥିଲେ । ବିଭିନ୍ନ ବ୍ୟକ୍ତିଙ୍କ ସହ ବୁଝିସୁଝା କରିବା ପରେ ସୌମ୍ୟକାନ୍ତ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ହାବୁଡରେ ପଡିଥିଲେ । ସୌମ୍ୟ ନିଜର ମ୍ୟାନେଜମେଣ୍ଟ କୋଟାରେ ଆଡ଼ମିଶନ କରାଇ ଦେବା ସହ ଟଙ୍କା ଦେବାକୁ କହିଥିଲେ । ଏହାପରେ ପ୍ରଥମେ 2 ଲକ୍ଷ ଟଙ୍କାର କ୍ୟାସ ଦେଇଥିଲେ ସୁଜିତ ପରେ ଆକାଉଣ୍ଟ ମାଧ୍ୟମରେ 51 ଲକ୍ଷ ଟଙ୍କା । ଏପରି 69ଲକ୍ଷ ଟଙ୍କା ସୌମ୍ୟଙ୍କୁ ପ୍ରଦାନ କରିଥିଲେ ସୁଜିତ ।

ଏହାପରେ ଝିଅର ଆଡ଼ମିସନ ପାଇଁ ସୁଜିତ ସୌମ୍ୟକୁ ବାରମ୍ବାର ଫୋନ କରିଥିଲେ । ହେଲେ ପ୍ରତିଥର ଆଡମିସନ ତାରିଖ ଘୁଞ୍ଚାଉଥିଲେ ସୌମ୍ୟ । ତେବେ ଆଡମିସନ ନ ହେବାରୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ ସୁଜିତ । ଏହା ପରେ ସୌମ୍ୟଙ୍କ ଆଉ କୌଣସି ଯୋଗଯୋଗ ହୋଇ ପାରିନଥିଲା । ଏଥିରେ ସନ୍ଦେହ ହେବାରୁ ଗତ ଜୁନ 24ରେ କ୍ରାଇମବ୍ରାଞ୍ଚରେ ନିକଟରେ ଏତଲା ଦେଇଥିଲେ ଠକାମିର ଶିକାର ହୋଇଥିବା ବ୍ୟକ୍ତି । କେବଳ ସୌମ୍ୟ ନୁହେଁ ଏଥିରେ ତାର କିଛି ସହଯୋଗୀ ମଧ୍ୟ ସମ୍ପୃକ୍ତି ଥିଲେ । ଅଭିଯୋଗ ପରେ ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଟଙ୍କା ଦିଅ ମ୍ୟାନେଜମେଣ୍ଟ କୋଟାରେ ଏମ.ବି.ବି.ଏସ ରେ ସିଟ କରାଇଦେବି ।ଏଭଳି ପ୍ରତିଶୃତି ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୁକ୍ତ ଙ୍କୁ ଶେଷରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ପୋଲିସ।
ସୂଚନା ଅନୁଯାୟୀ ଗତ ୨୦୧୫ ମସିହା ଜୁଲାଇ ପ୍ରଥମ ସପ୍ତାହ ରେ ଆସାମର ସୁଜିତ ନାଥ ଜଣେ ବ୍ୟକ୍ତି କିସ ରେ ନିଜ ଝିଅର ଏମବିବିଏସ ଆଡ଼ମିଶନ ସମ୍ପର୍କରେ ବୁଝିବାକୁ ଆସିଥିଲେ।ବିଭିନ୍ନ ବ୍ୟକ୍ତିଙ୍କ ସହ ବୁଝିବାପରେ ଶେଷରେ ସୋମ୍ୟକାନ୍ତ ମହାନ୍ତି ନାମକ ଜଣେ ବ୍ୟକ୍ତି ଙ୍କ ହାବୁଡ଼ରେ ପଡି ଯାଇଥିଲେ।ସୋମ୍ୟ ନିଜର ମ୍ୟାନେଜମେଣ୍ଟ କୋଟାରେ ଆଡ଼ମିଶନ କରାଇଦେବେ ବୋଲି ସୁଜିତ କୁ କହିଥିଲେ।ଟଙ୍କା ଦେଲେ ସହଜରେ ଆଡ଼ମିଶନ ହୋଇପାରିବ ବୋଲି ସୋମ୍ୟ କହିବାରୁ ସୁଜିତ ଟଙ୍କା ମଧ୍ୟ ଦେଇଥିଲେ।ପ୍ରଥମେ ୨ ଲକ୍ଷ ଟଙ୍କାର କ୍ୟାସ ଦେଇଥିଲେ।ପରେ ସୁଜିତ ସୋମ୍ୟ ଙ୍କ ଆକାଉଣ୍ଟ କୁ ୫୧ ଲକ୍ଷ ଟଙ୍କାର ଚେକ ଦିପୋଜିଟ କରିଥିଲେ।ଏହିପରି ୬୯ ଲକ୍ଷ ଟଙ୍କା ସୋମ୍ୟ କୁ ପ୍ରଦାନ କରିଥିଲେ ସୁଜିତ।ଏହାପରେ ଝିଅର ଆଡ଼ମିଶନ ପାଇଁ ସୁଜିତ ସୋମ୍ୟ କୁ ବାରମ୍ବାର ଫୋନ ମାଧ୍ୟମରେ ଯୋଗା ଯୋଗ କରିଥିଲେ ବି ସୋମ୍ୟ ବାରମ୍ବାର ତାରିଖ ଘୁଞ୍ଚାଉଥିଲେ।କେବଳ ସୋମ୍ୟ ନୁହେଁ ସୋମ୍ୟ ର ଅନ୍ୟ ସହଯୋଗୀ ମଧ୍ୟ ଏଥିରେ ସମ୍ପୃକ୍ତି ଥିଲେ।ତେବେ ଆଡ଼ମିଶନ ନ ହେବାରୁ ସୁଜିତ ଶେଷରେ ନିରାଶ ହୋଇଥିଲେ।ସମସ୍ତ ଟଙ୍କା ଫେରାଇବବାକୁ କହିଥିଲେ।ଏହାପରେ ସୋମ୍ୟ ଆଉ ସୁଜିତ ଙ୍କ ଫୋନ ଉଠାଇ ନଥିଲେ।ଏଥିରେ ସନ୍ଦେହ ହେବାରୁ ସୁଜିତ ନାଥ ଗତ ଜୁନ ୨୪ ରେ କ୍ରାଇମବ୍ରାଞ୍ଚ ରେ ଏତଲା ଦେଇଥିଲେ।ଏହାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିଛି।ଅଭିଯୁକ୍ତ ଙ୍କ ନିକଟରୁ ୮ ଲକ୍ଷ ଟଙ୍କାର ୪ ଟି ଫିକସ ଦିପୋଜିଟ ଜବତ କରିବା ସହ,୨୨ ଲକ୍ଷଟଙ୍କାର ଏକ ଆପାଟମେଣ୍ଟ ଙ୍କୁ ଫିଜ କରିଛି କ୍ରାଇମବ୍ରାଞ୍ଚ ପୋଲିସ।ଆଜି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.