ETV Bharat / city

କୋରୋନା ଟିକା ନେଲେ ଆଶୀର୍ବାଦ ବେହେରା

author img

By

Published : Mar 3, 2021, 3:49 PM IST

କୋରୋନା ଟିକା ନେଲେ ଓଡିଶା ଅଲମ୍ପିକ ଆସୋସିଏସନର ପୂର୍ବତନ ସଭାପତି ଆଶୀର୍ବାଦ ବେହେରା । ଏହି ଅବସରରେ ଅନ୍ୟମାନଙ୍କୁ ମଧ୍ୟ ଟିକା ନେବା ପାଇଁ ଆହ୍ବାନ କରିଛନ୍ତି । ଅଧିକ ପଢନ୍ତୁ…

Ashirbad behera
କୋରୋନା ଟୀକା ନେଲେ ଆଶିର୍ବାଦ ବେହେରା

କଟକ: କୋରୋନା ଟିକା ନେଲେ ଆଶୀର୍ବାଦ ବେହେରା । ଆଜି କଟକ ଜିଲ୍ଲା ସିଟି ମେଡିକାଲରେ କୋଭିଡ ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କୁ ମଧ୍ୟ ଟିକା ନେବା ପାଇଁ ଆହ୍ବାନ କରିଛନ୍ତି ।

ଆଶିର୍ବାଦ ବେହେରା ଓଡିଶା କ୍ରୀଡାରେ ଜଣେ ଜଣାଶୁଣା ଚେହେରା । ପୂର୍ବରୁ ଓଡିଶା ଅଲମ୍ପିକ ଆସୋସିଏସନ ଓ ଓସିଏର ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଫାଓ , ଆଥଲେଟିକ ସଂଘର ସମ୍ପାଦକ ଦାୟିତ୍ବ ତୁଲାଉଛନ୍ତି । ତେବେ ମାର୍ଚ୍ଚ 1 ରୁ ସାରା ଦେଶରେ ବରିଷ୍ଠଙ୍କ ପାଇଁ ଟୀକା ନେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଆଜି ଆଶୀର୍ବଦ ବେହେରା କୋଭିଡ ଟୀକା ନେଇଛନ୍ତି। ଏହି ଅବସରରେ ସେ ଓଡିଶା କ୍ରୀଡା ଜଗତକୁ ଆହ୍ବାନ କରି ସମସ୍ତଙ୍କୁ ଟୀକା ନେବା ଆବଶ୍ୟକ ବୋଲି କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.