ETV Bharat / city

କୋଭିଡ 19 ଦ୍ବିତୀୟ ପର୍ଯ୍ୟାୟକୁ ଅଟକାଇବାର ଉପାୟ ସଚେତନ - କୋରୋନା ଭାଇରସ ଦ୍ବିଦିୟ ପର୍ଯ୍ୟାୟ ଖବର

ଶୀତ ଋତୁରେ ବଢିପାରେ କୋଭିଡ କାୟା । ସଚେତନତା ହିଁ କୋଭିଡ କୁ ଅଟକାଇ ପାରିବ ବୋଲି ସରକାରଙ୍କ କୋଭିଡ 19 ବୈଷୟିକ କମିଟି ପରାମର୍ଶଦାତା ଡ. ଜୟନ୍ତ ପଣ୍ଡା କହିଛନ୍ତି । ଅଧିକ ପଢନ୍ତୁ...

କୋଭିଡ19 ଦ୍ବିତୀୟ ପର୍ଯ୍ୟାୟକୁ ରୋକିବାର ଉପାୟ ସଚେତନ

author img

By

Published : Nov 6, 2020, 6:28 PM IST

Updated : Nov 6, 2020, 6:40 PM IST

କଟକ: ଶୀତ ଋତୁରେ ବଢିପାରେ କୋଭିଡ କାୟା । ଏହି ସମୟରେ ଲୋକଙ୍କୁ କେବଳ ସଚେତନତା ହିଁ ଏହି ରୋଗରୁ ରକ୍ଷା କରିପାରିବ । ଆଗାମୀ ଦିନରେ ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ ।

କୋଭିଡ19 ଦ୍ବିତୀୟ ପର୍ଯ୍ୟାୟକୁ ରୋକିବାର ଉପାୟ ସଚେତନ

ସାରା ବିଶ୍ବର ଅନେକ ଦେଶ ଵର୍ତମାନ କୋଭିଡ19 ର ଦ୍ଵିତୀୟ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । କାରଣ ଶୀତ ଆସିଲା ପରେ କୋଭିଡ ହେଉଛି ମାରାତ୍ମକ ହୋଇପାରେ । କିନ୍ତୁ ଓଡିଶାରେ କୋରୋନା ସ୍ଥିତି ଵର୍ତମାନ ନିୟନ୍ତ୍ରଣରେ ରହିଛି । ପ୍ରତ୍ୟକ ଦିନ ସଂକ୍ରମଣ କମୁଛି କିନ୍ତୁ ମୃତ୍ୟ ସଂଖ୍ୟା ଆଶା ଅନୁସାରେ କମୁନାହିଁ । ତେବେ ଶୀତ ସମୟରେ ଯେପରି ଲୋକମାନେ ସଚେତନ ରହିବେ ତାହା ଉପରେ ବେଶି ଗୁରୁତ୍ବ ଦିଆଯାଉଛି। କାରଣ କୋଭିଡର ଦ୍ଵିତୀୟ ପର୍ଯ୍ୟାୟ ବହୁତ ଭୟଙ୍କର ହେବା ନେଇ ଆଶଙ୍କା ରହିଛି । ତେବେ ସଚେତନତା ହିଁ କୋଭିଡ କୁ ଅଟକାଇ ପାରିବ ବୋଲି ସରକାରଙ୍କ କୋଭିଡ19 ବୈଷୟିକ କମିଟି ପରାମର୍ଶଦାତା ଡ. ଜୟନ୍ତ ପଣ୍ଡା କହିଛନ୍ତି ।

ସରକାରଙ୍କ କୋରୋନା ଗାଇଡ ଲାଇନ ମାନିବା ସହ ମାସ୍କ ବ୍ୟବହାର ସହ ସାନିଟାଇଜର ଓ ସାମାଜିକ ଦୂରତା ପାଳନ କରିବା ଦ୍ବାରା ହିଁ ସୁରକ୍ଷିତ ରହିପାରିବେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

Last Updated : Nov 6, 2020, 6:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.