ETV Bharat / city

କଟକରେ ତଳମୁହାଁ ସଂକ୍ରମଣ, ସଚେତନତା ରଥର ଶୁଭାରମ୍ଭ - କୋରୋନା ସେଚେତନତା

କଟକରେ କମୁଛି କୋରୋନା ସଂକ୍ରମଣ । ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁନିସେଫ ସହଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ । ଅଧିକ ପଢନ୍ତୁ...

କଟକରେ ତଳ ମୁହାଁ କୋରୋନା ସଂକ୍ରମଣ, ଶୁଭାରମ୍ଭହେଲା ସେଚେତନତା ରଥ

author img

By

Published : Jun 5, 2021, 3:08 PM IST

କଟକ: କୋରୋନା ଦ୍ବିତୀୟ ଲହର ଯୋଗୁଁ ଜିଲ୍ଲାରେ ଢେର ବୃଦ୍ଧି ପାଇଥିଲା ସଂକ୍ରମଣ। ହେଲେ ଏବେ ସଂକ୍ରମଣ ଧୀରେ ଧୀରେ ତଳ ମୁହାଁ ହେବାରେ ଲାଗିଛି । ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇଥିଲା । ତେଣୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁନିସେଫ ସହଯୋଗରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯାଇଛି।

କଟକରେ ତଳ ମୁହାଁ କୋରୋନା ସଂକ୍ରମଣ, ଶୁଭାରମ୍ଭହେଲା ସେଚେତନତା ରଥ
ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତରେ ଭବାନୀ ଶଙ୍କର ଚୟନି ଏହି ରଥର ଶୁଭାରମ୍ଭ କରିଥିଲେ । ଏହି ରଥ କଟକ ଜିଲ୍ଲାର ସମସ୍ତ 14 ଟି ବ୍ଲକରେ ବୁଲିବୁଲି ଲୋକଙ୍କୁ ସଚେତନ କରାଇବ । ଏହି ରଥ ଦ୍ବାରା ଅଡିଓ ଓ ଭିଡ଼ିଓ ମାଧମରେ ଲୋକଙ୍କୁ ସଚେତନ କରାଯିବ । ଲୋକ ସଚେତନ ହେଲେ ହିଁ କୋରୋନାକୁ ଦୂରେଇ ପାରିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.