ETV Bharat / city

ପୋଲିସ ଉପରକୁ କଂଗ୍ରେସ କର୍ମୀଙ୍କ ଅଣ୍ଡା ମାଡ - Congress worker thrown egg to police

Congress worker thrown egg to the police officer
ପୋଲିସ ଉପରକୁ କଂଗ୍ରେସ କର୍ମୀଙ୍କ ଅଣ୍ଡା ମାଡ
author img

By

Published : Jan 5, 2021, 1:37 PM IST

Updated : Jan 5, 2021, 3:57 PM IST

13:33 January 05

ପୋଲିସ ଉପରକୁ କଂଗ୍ରେସ କର୍ମୀଙ୍କ ଅଣ୍ଡା ମାଡ

କଟକ: ପୋଲିସ ଡିଜି କାର୍ଯ୍ୟାଳୟ ଘେରାଉ ସମୟରେ ପୋଲିସ-କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି । ଏହି ସମୟରେ ପୋଲିସ ଉପରକୁ ଅଣ୍ଡା ଫିଙ୍ଗିଲେ କଂଗ୍ରେସ କର୍ମୀ ।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗରେ ଡିଜି କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ । ଏହି ସମୟରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କିଛି କର୍ମୀ ପୋଲିସ ଉପରକୁ ଅଣ୍ଡା ମାଡ଼ କରିଥିଲେ। ଅଣ୍ଡାଟି ପୋଲିସ ଉପରେ ନପଡ଼ି ଜଣେ ଗୁଇନ୍ଦା ବିଭାଗର କର୍ମଚାରୀଙ୍କ ଉପରେ ପଡିଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 5, 2021, 3:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.