ETV Bharat / city

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ଏମିତି କହିଲେ ମୋକିମ

author img

By

Published : Jun 23, 2022, 5:57 PM IST

NDA ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଅଧିକ ପଢନ୍ତୁ

ଦଳ କହିଲେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବି: ମୋକିମ

କଟକ: ରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପକ୍ଷରୁ ଓଡିଶାରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯିବା ପରେ ରାଜ୍ୟରେ ଖୁସିର ଲହରୀ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁର୍ମୁଙ୍କୁ ଦଳଗତ ନିର୍ବିଶେଷର ଓଡିଶାର ଝିଅଙ୍କୁ ସମର୍ଥନ ଜଣାଇବା ନେଇ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।

ଏପଟେ ଦୌପଦ୍ରୀଙ୍କୁ ସମର୍ଥନ ଦେବନି ବୋଲି କହିସାରିଛି କଂଗ୍ରେସ । କଂଗ୍ରେସ ବିଧାୟକ ମୋକିମ କହିଛନ୍ତି ଯେ, 'ନିଜ ରାଜ୍ୟରୁ ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଏହାକୁ ମୁଁ ସ୍ୱାଗତ କରୁଛି । ମାତ୍ର ଦଳ ଯେଉଁ ନିଷ୍ପତ୍ତି ନେବ ତାକୁ ହିଁ ସମ୍ନାନ ଦେବି ।' ବୋଲି ସେ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.