ETV Bharat / city

କମିଶନରେଟ୍‌ ପୋଲିସ ହାତରେ 3 ହାର୍ଡକୋର କ୍ରିମିନାଲ, ମାରଣାସ୍ତ୍ର ଜବତ - cuttack

ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବାବେଳେ 3 ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଧରିଛି କମିଶନରେଟ୍‌ ପୋଲିସ । ଏମାନଙ୍କ ଠାରୁ ବହୁ ମାରଣାସ୍ତ୍ର ଜବତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Apr 2, 2019, 10:15 PM IST

କଟକ: ଦୀର୍ଘ ଦିନର ଲୁଚକାଳି ଖେଳ ପରେ କମିଶନରେଟ୍‌ ପୋଲିସକୁ ମିଳିଛି ସଫଳତା । ପୋଲିସ ହାତରେ ଧରାପଡିଛନ୍ତି 3 ହାର୍ଡକୋର କ୍ରିମିନାଲ । ଚୋରି ଡ଼କାୟତିର ମାଷ୍ଟରମାଇଣ୍ଡ ଗୁଡୁ ଓରଫ କଳିଙ୍ଗ କେଶରୀ ପ୍ରଧାନ ଓ ତାର ଦୁଇ ସାଥୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୪ଟି ଅଫୁଟା ଗୁଳି, ଗୋଟିଏ ଖଣ୍ଡା, ୩ଟି ମୋବାଇଲଓ ୨ଟି ବାଇକ୍ ଜବତ କରିଛି ପୋଲିସ। ଗୁଡୁ ଓ ସାଥି ଚୌଦ୍ବାର ଥାନା ଅନ୍ତର୍ଗତ ବଧୀ ପଡିଆରେ ଡକାୟତି ପାଇଁ ଯୋଜନା କରୁଥିବାର ସୂଚନା ପାଇ ଅତର୍କିତ ଚଢ଼ାଉ କରିଥିଲା ପୋଲିସ । ହେଲେ ଘଟଣାସ୍ଥଳରୁ ୫ ଜଣଙ୍କ ମଧ୍ୟରୁ ୩ଜଣଙ୍କୁ କାବୁ କରାଯାଇଥିବାବେଳେ ଅନ୍ୟ ୨ଜଣ ଖସିଯିବାରେ ସକ୍ଷମ ହୋଇଥିଲେ। ଗିରଫ ୩ ଜଣ ହେଲେ କଳିଙ୍ଗ କେଶରୀ ପ୍ରଧାନ ଓରଫ (ଗୁଡୁ) ବନମାଳୀ ମହାରଣା (ବାନା )ଓ ଜିତେନ୍ଦ୍ର ନାୟକ (ଜିତୁ) ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

2875814
ନାରୀ ସଶକ୍ତ ହେଲେ ଅନ୍ୟମାନଙ୍କୁ ସଶକ୍ତ କରିପାରିବ
କୌଶଲ୍ୟା ଯଦି ସାଂସଦ ଭାବେ ନିର୍ବାଚିତ ହୁଅନ୍ତି ତେବେ ସେ ଶିକ୍ଷା ଏବଂ ନାରୀ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବେ। ଅଧିକରୁ ଅଧିକ ଆଦିବାସୀ ବାଳିକାଙ୍କୁ ଉଚିତ ଶିକ୍ଷା ଓ ସ୍ୱାସ୍ଥ୍ୟର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କୌଶଲ୍ୟା ଦୃଢୋକ୍ତି ପ୍ରକାଶ କରିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.