ETV Bharat / city

ବାଲିଯାତ୍ରାରେ ଦିନକୁ 2ଥର ସଫା ହେବ ପଡିଆ: ସିଏମସି - ସିଏମ୍‌ସି(CMC)ର ପଦକ୍ଷେପ

ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ରହିଛି । ଅଧିକ ପଢନ୍ତୁ...

ବାଲିଯାତ୍ରାରେ ମୁଖ୍ୟ ଭୂମିକା ନେବ ସିଏମସି
author img

By

Published : Oct 26, 2019, 10:00 PM IST

କଟକ: କଟକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି । ପରିବେଶ ପ୍ରଦୂଷଣ ରୋକିବା ଓ ପରିମଳ ବ୍ୟବସ୍ଥା ଲାଗି ସିଏମ୍‌ସି (CMC)ର ପଦକ୍ଷେପ । ଦିନକୁ 2 ଥର ପଡିଆ ସଫା ଓ ପାଣି ସିଞ୍ଚନ କାର୍ଯ୍ୟକ୍ରମ ହେବ ।

ବାଲିଯାତ୍ରାରେ ମୁଖ୍ୟ ଭୂମିକା ନେବ ସିଏମସି

ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ରହିଛି । ଗୋଟିଏ ପଟେ ପ୍ଲଟିଂ କାମ ଜାରି ରହିଥିଲା ବେଳେ ଅନ୍ୟପଟେ ପଡିଆର ଉନ୍ନତି କରଣ, ପରିବେଶ ପ୍ରଦୂଷଣ ରୋକିବା ବା ପରିମଳ ଦିଗରେ ବେଶ ଯତ୍ନବାନ ରହିଛି ସିଏମ୍‌ସି ।

ଚଳିତବର୍ଷ ବାଲିଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ସିଏମସି । କାରଣ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଦର୍ଶକ ବାଲିଯାତ୍ରା ଦେଖିବା ପାଇଁ ଆସିଥାନ୍ତି । ଯଦି ପରିମଳ ବ୍ୟବସ୍ଥା ଠିକ ନରହିବ ତେବେ ବାଲିଯାତ୍ରାର ମାନ କ୍ଷୁର୍ଣ୍ଣ ହେବା ସ୍ବଭାବିକ । ଏହାକୁ ଆଖିଆଗରେ ରଖି ସିଏମସି ମଧ୍ୟ ଦିନକୁ ପଡିଆ 2 ଥର ସଫା କରିବାକୁ ନିଷ୍ପତି ନେଇଛି ।

ଏହାସହିତ ଧୂଳି ଉଡିବା ଦିଗରେ କୌଣସି କେମିକାଲର ବ୍ୟବହାର ନକରି ପାଣି ସିଞ୍ଚନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛି ମହାନଗର ନିଗମ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ରହିଛି । ଗୋଟିଏ ପଟେ ପ୍ଲଟିଂ କାମ ଜାରି ରହିଥିଲା ବେଳେ ଅନ୍ୟପଟେ ପଡିଆ ର ଉନ୍ନତି କରଣ, ପରିବେଶ ପ୍ରଦୂଷଣ ବା ପରିମଳ ଦିଗରେ ବେଶ ଯତ୍ନବାନ ରହିଛି ସିଏମସି ।

ଚଳିତବର୍ଷ ବଳିଯାତ୍ରା ରେ ମୁଖ୍ୟ ଭୂମିକା ଗ୍ରହଣ କରିବ ସିଏମସି । କାରଣ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଦର୍ଶକ ବାଲିଯାତ୍ରା ଦେଖିବା ପାଇଁ ଆସିଥାନ୍ତି । ଯଦି ପରିମଳ ବ୍ୟବସ୍ତା ଠିକ ନଥିବ ତେବେ ବାଲିଯାତ୍ରା ର ମାନ କ୍ଷୁର୍ଣ୍ଣ ହେବା ସ୍ବଭାବିକ । ତେବେ ଏହି ମେଗା ଚ୍ୟାଲେଞ୍ଜ କୁ ଆଖିଆଗରେ ରଖି ସିଏମସି ମଧ୍ୟ ଦିନକୁ ପଡିଆ 2 ଥର ସଫା କରିବାକୁ ନିଷ୍ପତି ନେଇଛି । ଯାହା ଦ୍ୱାରା ଅଳିଆ ଆବର୍ଜନା ର ପ୍ରଶ୍ନ ବି ଉଠିବନି । ଏହାସହିତ ଧୂଳି ଉଡିବା ଦିଗରେ କୌଣସି କେମିକାଲ ର ବ୍ୟବହାର ନକରି ପାଣି ସିଞ୍ଚନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛି ମହାନଗର ନିଗମ ।

Body:ବାଇଟ: ଅନନ୍ୟା ଦାସ( ସିଏମସି କମିଶନର)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.