ETV Bharat / city

2 ପରିବାର ମଧ୍ୟରେ ରକ୍ତପାତ

କଟକ ହରିପୁର ଦୋଳମୁଣ୍ଡାଇରେ ମାଉସୀ ମା ପଡିଆ ନିକଟରେ ହରିପୁର ଦାସ ସାହି ଏବଂ ସାମ୍ନା ପରିବାର ମଧ୍ୟରେ ଘଟିଥିଲା ଗୋଷ୍ଠୀ ସଂଘର୍ଷ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପୁରିଘାଟ ଥାନା ପୋଲିସ ପହଞ୍ଚି ଆହତଙ୍କୁ ମେଡିକାଲକୁ ପଠାଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 16, 2019, 3:30 AM IST

କଟକ: ଦୁଇ ପରିବାର ମଧ୍ୟରେ ରକ୍ତପାତ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ହରିପୁର ଦୋଳମୁଣ୍ଡାଇରେ । ଦୋଳମୁଣ୍ଡାଇ ମାଉସୀ ମା ପଡିଆ ନିକଟରେ ହରିପୁର ଦାସ ସାହି ଏବଂ ସାମ୍ନା ପରିବାର ମଧ୍ୟରେ ଘଟିଥିଲା ଗୋଷ୍ଠୀ ସଂଘର୍ଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ମୁତାବକ ଦାସ ସାହିର ହରିଆ ଦାସ ଯାଉଥିବା ସମୟରେ କୌଣସି କାରଣ ବସତ ପ୍ରଧାନ ପରିବାରର ସଦସ୍ୟଙ୍କ ସହ ଯୁକ୍ତି ତର୍କ ହୋଇଥିଲା ଯାହା ପରେ ଏହା ଉଗ୍ରରୂପ ନେଇଥିଲା।

ଆକ୍ରମଣରେ ହରିଆ ଦାସ ଗୁରୁତର ଭାବରେ ଆହତ ହୋଇଥିଲେ । ତାଙ୍କର ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା ଯାହା ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା ।

ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପୁରିଘାଟ ଥାନା ପୋଲିସ ପହଞ୍ଚି ଆହତଙ୍କୁ ମେଡିକାଲକୁ ପଠାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଥିବାରୁ ପୋଲିସ ମୁତୟନ ଅଛନ୍ତି ।

କଟକରୁ ପ୍ରୁକଲ୍ୟାଣ ପାଳ, ଇଟିଭି ଭାରତ

Intro:କଟକ: ହରିପୁର ଦୋଳମୁଣ୍ଡାଇ ଠାରେ 2 ପରିବାର ମଧ୍ୟରେ ରକ୍ତପାତ । ରାତି ପ୍ରାୟ ୮.୩୦ ସମୟରେ କଟକ ହରିପୁର ଦୋଳମୁଣ୍ଡାଇ ମାଉସୀମା ପଡିଆ ନିକଟରେ ଘଟି ଯାଇଛି ଏଭଳି ଅଭାବନୀୟ ଘଟଣା।

ହରିପୁର ଦାସ ସାହି ଏବଂ ସମ୍ନା ପରିବାର ମଧ୍ୟରେ ଘଟିଥିଲା ଗୋଷ୍ଠୀ ସଂଘର୍ଷ। ସୂଚନା ମୁତାବକ ଦାସ ସାହି ର ହରିଆ ଦାସ ଯାଉଥିବା ସମୟରେ କୌଣସି କାରଣ ବସତ ପ୍ରଧାନ ପରିବାରର ସଦସ୍ୟଙ୍କ ସହ ଯୁକ୍ତି ତର୍କ ହୋଇଥିଲା ଯାହା ପରେ ଏହା ଉଗ୍ରରୂପ ନେଇଥିଲା।

ଆକ୍ରମଣରେ ହରିଆ ଦାସ ଗୁରୁତ୍ତର ଭାବରେ ଆହତ ହୋଇଥିଲେ । ତାଙ୍କର ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା ଯାହା ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସଂଗେ ସଂଗେ ଘଟଣା ସ୍ଥଳରେ ପୁରିଘାଟ ଥାନା ପୋଲିସ ପହଞ୍ଚି ଆହତ ଙ୍କୁ ମେଡିକାଲ କୁ ପଠାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଥିବାରୁ ପୋଲିସ ମୃତୟନ ଅଛନ୍ତି।Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.