ETV Bharat / city

CAA: ସଚେତନ ପାଇଁ 6ରେ ବିଜେପିର ବିଶାଳ ଶୋଭାଯାତ୍ରା - ବିଜେପିର ରାଲି

ଆସନ୍ତା ୬ ତାରିଖରେ କଟକରେ ବିଶାଳ ଶୋଭାଯାତ୍ରା କରିବ ଭାରତୀୟ ଜନତା ପାର୍ଟି। ନାଗରିକ ସଂଶୋଧନ ଆଇନର ସଚେତନ କରିବା ପାଇଁ ଏହି ଶୋଭାଯାତ୍ରାର ଲକ୍ଷ୍ୟ ରଖାଯାଇଛି । ଅଧିକ ଖବର ପଢନ୍ତୁ...

CAA: ସଚେତନ ପାଇଁ ଆସନ୍ତା 6ରେ ବିଜେପିର ବିଶାଳ ଶୋଭାଯାତ୍ରା
CAA: ସଚେତନ ପାଇଁ ଆସନ୍ତା 6ରେ ବିଜେପିର ବିଶାଳ ଶୋଭାଯାତ୍ରା
author img

By

Published : Jan 2, 2020, 8:31 PM IST

କଟକ: ଆସନ୍ତା ୬ ତାରିଖରେ କଟକରେ ବିଶାଳ ଶୋଭାଯାତ୍ରା କରିବ ଭାରତୀୟ ଜନତା ପାର୍ଟି। ନାଗରିକ ସଂଶୋଧନ ଆଇନର ସଚେତନ କରିବା ପାଇଁ ଏହି ଶୋଭାଯାତ୍ରାର ଲକ୍ଷ୍ୟ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।

CAA: ସଚେତନ ପାଇଁ ଆସନ୍ତା 6ରେ ବିଜେପିର ବିଶାଳ ଶୋଭାଯାତ୍ରା

୬ ତାରିଖ ସକାଳ ୧୦ଟାରୁ ଏହି ଶୋଭାଯାତ୍ରା ଆରମ୍ଭ ହେବ। କଟକ କଲେଜ ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ବାରବାଟୀ ଷ୍ଟାଡିୟମ ନିକଟରେ ପହଞ୍ଚିବ। ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। ୨୦ ହଜାର ରୁ ଅଧିକ ଲୋକ ଏହି ଶୋଭାଯାତ୍ରାରେ ସାମିଲ ହେବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବିଧାନସଭା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ, ଅଭିମନ୍ୟୁ ସେଠୀ ପ୍ରମୁଖ ବିଜେପି ନେତୃବୃନ୍ଦ ଙ୍କୁ ନେଇ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।Body:ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ବ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାନସଭା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ, ଅଭିମନ୍ୟୁ ସେଠୀ ପ୍ରମୁଖ ବିଜେପି ନେତୃବୃନ୍ଦ ଉପସ୍ଥିତ ରହି ସୁଷମାଜୀଙ୍କ ଦିର୍ଘ ରାଜନୈତିକ ଜୀବନ ବିଷୟରେ ଆଲୋକପାତ କରିଥିଲେ। ସଂସଦ ଠାରୁ ଜାତିସଂଘ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟଦକ୍ଷତା ଏବଂ ଭାଷଣରେ ସେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟୀ ରଖିପାରିବା ସହ ଦିଲ୍ଲୀର ପ୍ରଥମ ମହିଳା ବିଜେପି ମୁଖ୍ୟମନ୍ତ୍ରୀ ଏବଂ ଲୋକସଭାର ପ୍ରଥମ ମହିଳା ବିଜେପି ବିରୋଧିଦଳ ନେତ୍ରୀ ଭାବେ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟ ପାତ୍ର ହୋଇପାରିଥିଲେ ବୋଲି ବିଧାନସଭା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ ମତବ୍ୟକ୍ତ କରିଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.