ETV Bharat / city

ବ୍ୟବସାୟୀ କ୍ଷୀରୋଦଙ୍କୁ ଗୁଳିମାଡ଼ ଓ ଲୁଟ ଘଟଣା, ୪ ଅଭିଯୁକ୍ତ ଗିରଫ

author img

By

Published : Oct 18, 2021, 12:30 PM IST

କଟକରେ ବ୍ୟବସାୟୀ କ୍ଷୀରୋଦ ସାହୁଙ୍କୁ ଗୁଳିମାଡ଼ ଘଟଣା । ଆଜି(ସୋମବାର) ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କନ୍ଦରପୁର ପୋଲିସ । ଅଧିକ ପଢନ୍ତୁ...

ବ୍ୟବସାୟୀ କ୍ଷୀରୋଦଙ୍କୁ ଗୁଳିମାଡ଼ ଓ ଲୁଟ ଘଟଣା, ୪ ଅଭିଯୁକ୍ତ ଗିରଫ
ବ୍ୟବସାୟୀ କ୍ଷୀରୋଦଙ୍କୁ ଗୁଳିମାଡ଼ ଓ ଲୁଟ ଘଟଣା, ୪ ଅଭିଯୁକ୍ତ ଗିରଫ

କଟକ: ବ୍ୟବସାୟୀ କ୍ଷୀରୋଦ ସାହୁଙ୍କୁ ଗୁଳି ମାଡ଼ ଓ ଲୁଟ ଘଟଣା । 4 ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କଲା କନ୍ଦରପୁର ପୋଲିସ । ଗତ ଦୁଇ ଦିନ ତଳେ ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ରାକାକୁ ଏନକାଉଣ୍ଟର କରିଥିଲା ପୋଲିସ ।

ଏହା ବି ପଢନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରାକା ଆହତ

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କୁଖ୍ୟାତ ଡକାୟତ ସାଗର ମାଲିକ ରହିଛି । ଗତ ସେପ୍ଟେମ୍ବର 9 ତାରିଖରେ ବ୍ୟବସୟୀଙ୍କୁ ଗୁଳି କରି ଲୁଟ ହୋଇଥିଲା ଟଙ୍କା । ପୋଲିସ ରାକାକୁ ଏନକାଉଣ୍ଟର କରି ତା'ଠୁ ଗୋଟିଏ ବନ୍ଧୁକ ଓ 3 ରାଉଣ୍ଡ ଗୁଳି ମଧ୍ୟ ଜବତ କରିଥିଲା । ସେ ବାହାରେ ବୁଲୁଥିବା ନେଇ ପୋଲିସ ଖବର ପାଇବା ପରେ ରାକାକୁ ଧରିବାକୁ ଚେଷ୍ଟା କରିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.