ETV Bharat / city

କଟକ ନେତାଜୀ ବସ ଟର୍ମିନାଲକୁ ହାଇକୋର୍ଟଙ୍କ ଅନୁମତି - ହାଇକୋର୍ଟରେ କଟକ ନେତାଜୀ ବସ ଟର୍ମିନାଲ ମାମଲା

Bus terminal matter in hc
ହାଇକୋର୍ଟରେ କଟକ ନେତାଜୀ ବସ ଟର୍ମିନାଲକୁ ଅନୁମତି
author img

By

Published : Feb 15, 2021, 3:49 PM IST

Updated : Feb 15, 2021, 5:13 PM IST

15:44 February 15

କଟକ ନେତାଜୀ ବସ ଟର୍ମିନାଲକୁ ହାଇକୋର୍ଟଙ୍କ ଅନୁମତି

ହାଇକୋର୍ଟରେ କଟକ ନେତାଜୀ ବସ ଟର୍ମିନାଲକୁ ଅନୁମତି

କଟକ:  ନେତାଜୀ ବସ ଟର୍ମିନାଲକୁ ହାଇକୋର୍ଟର ଅନୁମତି।  ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ। ସେହିପରି ଖାନନଗରରେ ବସ ଟର୍ମିନାଲ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ଖାରଜ ହୋଇଛି । ଏହା ରାଜ୍ୟ ସରକାରଙ୍କ ପଲିସି ନିଷ୍ପତ୍ତି। ଏହା ଉପରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। ଅନ୍ତରୀଣ ସ୍ଥିତାଵସ୍ଥାକୁ ପ୍ରତ୍ୟାହାର କଲେ ହାଇକୋର୍ଟ। ଗତ ୨ ତାରିଖରେ ସ୍ଥିତାଵସ୍ଥା ଜାରି କରିଥିଲେ ହାଇକୋର୍ଟ। ଦେବସ୍ତଳୀ ଭାଙ୍ଗିବାର ଯୋଜନା ନ ଥିବା ଜବାବ ରଖିଛନ୍ତି କଟକ ଜିଲ୍ଲାପାଳ।

ଟର୍ମିନାଲକୁ ନେଇ ଦାୟର ହୋଇଥିଲା ତିନୋଟି ମାମଲା। ତିନୋଟି ମାମଲାର ହେଲା ଏକତ୍ର ଶୁଣାଣି। ପ୍ରଥମ ମାମଲାଟି ଶ୍ମଶାନ କାଳୀ ମନ୍ଦିର ଜମିକୁ ନେଇ ଦାୟର ହୋଇଥିଲା। ଅନ୍ୟ ଦୁଇ ମାମଲା ବସ ଟର୍ମିନାଲକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ହୋଇଥିଲା। ଟର୍ମିନାଲ ସ୍ଥାନାନ୍ତର ମାମଲା ଦୁଇଟି ଖାରଜ। ଶ୍ମଶାନ କାଳୀ ସମ୍ପତ୍ତି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭ କୁ ଧାର୍ଯ୍ୟ କରିଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Last Updated : Feb 15, 2021, 5:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.