ETV Bharat / city

ଜାଇକା ଦେଇଛି ଭୟଙ୍କର ଯନ୍ତ୍ରଣା: BJP - JICA Drain and Sewerage Project in cuttack update

ପୌର ନିର୍ବାଚନ ନେଇ ରାଜ୍ୟ ସରାକାରଙ୍କ ଉପରେ ବର୍ଷିଲା ବିଜେପି । କହିଲା କଟକ ଜିଲ୍ଲାରେ ଅନେକ ବିକାଶମୂଳକ କାର୍ଯ୍ୟ ଶେଷ ହୋଇପାରୁନି । ଯାହାର ପ୍ରମୁଖ ଉଦାହରଣ ହେଉଛି ଜାଇକା । ଅଧିକ ପଢନ୍ତୁ

ଜାଇକା ଦେଇଛି ଭୟଙ୍କର ଯନ୍ତ୍ରଣା: ବିଜେପି
ଜାଇକା ଦେଇଛି ଭୟଙ୍କର ଯନ୍ତ୍ରଣା: ବିଜେପି
author img

By

Published : Dec 10, 2021, 4:59 PM IST

କଟକ: ବିଜେପି ପାଇଁ ବିଳମ୍ବ ହେଉଛି ପୌର ନିର୍ବାଚନ । କଥା ଟା ଟିକେ ଅଡ଼ୁଆ ଲାଗିଲେ ମଧ୍ୟ ଏଥିରେ ବାସ୍ତବତା ରହିଛି । କାରଣ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ବାହାରକୁ ଆଣିବା ଦ୍ୱାରା ହିଁ ପୌର ନିର୍ବାଚନ ବିଳମ୍ବ ହେଉଛି ବୋଲି ସ୍ପଷ୍ଟ କରିଛି କଟକ ବିଜେପି । ଜିଲ୍ଲାରେ ଅନେକ ବିକାଶମୂଳକ କାର୍ଯ୍ୟ ଶେଷ ହୋଇ ପାରୁନି । ଯାହାର ପ୍ରମୁଖ ଉଦାହରଣ ହେଉଛି ଜାଇକା । ପ୍ରକଳ୍ପକୁ ନିର୍ମାଣ କାର୍ଯ୍ୟ ପାଇଁ ବର୍ଷ ଉପରେ ବର୍ଷ ବିତି ଚାଲିଛି ।

ଜାଇକା ଦେଇଛି ଭୟଙ୍କର ଯନ୍ତ୍ରଣା: ବିଜେପି

ହେଲେ କାର୍ଯ୍ୟ ଶେଷ ହେଉନି । କୋଟି କୋଟି ଟଙ୍କା ଚଳୁ କରିବା ଦ୍ୱାରା କାମ ଅଟକୁଛି ବୋଲି ସ୍ପଷ୍ଟ କରିଛି ବିଜେପି । ତେବେ ବିକାଶ ନାଁ ରେ ବିନାଶ କରୁଛନ୍ତି ରାଜ୍ୟ ସରକାର । ତେବେ ଏହି ନିର୍ବାଚନ ଆଗମୀ ଦିନରେ ହେବ କି ସମ୍ପୂର୍ଣ୍ଣ କୋଭିଡ ଆଳରେ ବନ୍ଦ ହେବ ତାହା ମଧ୍ୟ ଏବେବି ସନ୍ଦେହ ଘେରରେ ରହିଛି ବୋଲି କହିଛନ୍ତି ଲଲାଟେନ୍ଦୁ ବଡୁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.