ETV Bharat / city

ବିଜେଡି କବଜ୍ଜାରେ CMC: ୫୯ଟି ୱାର୍ଡରୁ ୩୮ଟି ୱାର୍ଡରେ ବିଜେଡି ବିଜୟୀ

ସିଏମସି ଦଖଲ କରିଛି ବିଜେଡି । ୫୯ଟି ୱାର୍ଡ ରୁ ୩୮ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବାବେଳେ କଂଗ୍ରେସ ୮, ବିଜେପି ୭ ଓ ସ୍ୱାଧୀନକୁ ୬ଟି ଆସନ ମିଳିଛି । ଅଧିକ ପଢନ୍ତୁ

ବିଜେଡି କବଜ୍ଜାରେ CMC : ୫୯ଟି ୱାର୍ଡ ରୁ ୩୮ଟି ୱାର୍ଡରେ ବିଜେଡି ବିଜୟୀ

author img

By

Published : Mar 26, 2022, 7:34 PM IST

କଟକ : ସିଏମସି ଦଖଲ କରିଛି ବିଜେଡି । ୫୯ଟି ୱାର୍ଡ ରୁ ୩୮ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ କଂଗ୍ରେସ ୮,ବିଜେପି ୭ ଓ ସ୍ୱାଧୀନକୁ ୬ ଟି ଆସନ ମିଳିଛି।

ବିଜୟୀ ହୋଇଥିବା କର୍ପୋରେଟର ମାନେ ହେଲେ...

1 ନମ୍ବର ୱାର୍ଡରେ କଂଗ୍ରେସ ପାର୍ଥି ଭାନୁ ସେନାପତି ବିଜୟୀ

2 -ନମ୍ବର ୱାର୍ଡ ରେ ବିଜେଡି ର ପୁଷ୍ପିତା ମହାନ୍ତି ବିଜୟୀ

3 ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ଥି ପ୍ରଦୀପ ରାଉତ ବିଜୟୀ

4 ନମ୍ବର ୱାର୍ଡ ରେ ବିଜେଡିର ପ୍ରିୟମ୍ବଦା ମହାନ୍ତି ବିଜୟୀ

5 ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ଥି ପ୍ରିୟମ୍ବଦା ସ୍ୱାଇଁ ବିଜୟୀ

6 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ରିତାଞ୍ଜଳି ବେହେରା ବିଜୟୀ

7 ନମ୍ବର ୱାର୍ଡ ରେ ବିଜେଡ଼ିର ମମତା ନାୟକ ବିଜୟୀ

8 ନମ୍ବର ୱାର୍ଡ ରେ ବିଜେଡି ର ନମିତା ବାରିକ ବିଜୟୀ

9ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ଥି ବିକାଶ ବେହେରା ବିଜୟୀ

10 ନମ୍ବର ୱାର୍ଡ ରେ ମୋନାଲିସା ଦାସ ବିଜୟୀ

11ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ଆରତୀ ସାହୁ ବିଜୟୀ

12ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ଦୀପଞ୍ଜଳି ସିଂ ବିଜୟୀ

13 ନମ୍ବର ୱାର୍ଡ ରେ ବିଜେଡ଼ି ପାର୍ଥି ସତ୍ୟ ରଞ୍ଜନ ତ୍ରିପାଠୀ ବିଜୟୀ

14 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ବସନ୍ତ ବେହେରା ବିଜୟୀ

15 ନମ୍ବର ୱାର୍ଡ ରେ କଂଗ୍ରେସର ଲିଜାରାଣୀ ରାଉତ ବିଜୟୀ

16 ନମ୍ବର ୱାର୍ଡ ରେ ବିଜେଡି ର ଲଷ୍ମୀପ୍ରିୟ ବେହେରା ବିଜୟୀ

17 ନମ୍ବର ୱାର୍ଡ ରେ ବିଜେଡିର ଏସ ଶ୍ରୀଦେବୀ ବିଜୟୀ

18 ନମ୍ବର ୱାର୍ଡ ରେ ବିଜେଡିର ମହମ୍ମଦ ଇପତାଖାର ବିଜୟୀ

19 ନମ୍ବର ୱାର୍ଡ ରେ ବିଜେଡିର କୁରେସା ନୁର ବିଜୟୀ

20 ନମ୍ବର ୱାର୍ଡ ରେ ବିଜେପିର ଲକ୍ଷ୍ମୀଧର ବେହେରା ବିଜୟୀ

21 ନମ୍ବର ୱାର୍ଡ ରେ ବିଜେଡି ର ଅଶୋକ ଶର୍ମା ବିଜୟୀ

22 ନମ୍ବର ୱାର୍ଡ ରେ ବିଜେଡିର ଚନ୍ଦନ ଜେନା ବିଜୟୀ

23 ନମ୍ବର ୱାର୍ଡ ରେ ବିଜେଡିର ଅରୁନ୍ଧତୀ କର ବିଜୟୀ

24 ନମ୍ବର ୱାର୍ଡ ରେ ବିଜେଡିର ଦୀପ୍ତିମୟୀ ମୂଲିଆ ବିଜୟୀ

25 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ସତ୍ୟରାମ ସାହୁ ବିଜୟୀ

26 ନମ୍ବର ୱାର୍ଡ ରେ ବିଜେପି ପାର୍ଥି ଗଗନ ଓଝା ବିଜୟୀ

27 ନମ୍ବର ୱାର୍ଡ ର ବିଜେଡି ପାର୍ଥିନୀ ଇତିଶ୍ରୀ ଦାସ ବିଜୟୀ

28 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ବନଲତା ପ୍ରଧାନ ବିଜୟୀ

29 ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ଥି ସୁମିତ୍ରା ଦାସ ବିଜୟୀ

30 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ରବି ନାରାୟଣ ସାହୁ ବିଜୟୀ

31 ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ଥିନୀ ପଦ୍ମିନି ସାହୁ ବିଜୟୀ

32 ନମ୍ବର ୱାର୍ଡ ର ବିଜେଡି ପାର୍ଥି ପ୍ରଦୀପ ସାହୁ ବିଜୟୀ

33 ନମ୍ବର ୱାର୍ଡରେ ବିଜେଡି ପାର୍ଥିନୀ କେ ଜେଡ ଆଫ୍ରିନ ବିଜୟୀ

34 ନମ୍ବର ୱାର୍ଡ ର ବିଜେପି ପାର୍ଥି ଦୀପକ କୁମାର ଦାସ ବିଜୟୀ

35 ନମ୍ବର ୱାର୍ଡ ରେ କଂଗ୍ରେସ ପାର୍ଥିନୀ ଜେ କାମେଶ୍ୱର ରାଓ ବିଜୟୀ

36 ନମ୍ବର ୱାର୍ଡ ବିଜେଡି ପାର୍ଥିନୀ ମଧୁସ୍ମିତା ବାରିକ ବିଜୟୀ

37 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ଯତୀନ କୁମାର ବେହେରା ବିଜୟୀ

38 ନମ୍ବର ୱାର୍ଡ ରେ କଂଗ୍ରେସ ପାର୍ଥି ସୁବାସିସ କୁମାର ପଟନାୟକ ବିଜୟୀ

39 ନମ୍ବର ୱାର୍ଡ ରେ କଂଗ୍ରେସ ପାର୍ଥି ବଟ କୃଷ୍ଣ ସାହୁ ବିଜୟୀ

40 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ଝିଲି ବିହାରୀ ବିଜୟୀ

41 ନମ୍ବର ୱାର୍ଡ ରେ କଂଗ୍ରେସ ପାର୍ଥି ସ୍ୱର୍ଣ୍ଣ ପ୍ରଭା ପସାୟତ ବିଜୟୀ

42 ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ଥି ମିନା ସାହୁ ବିଜୟୀ

43 ନମ୍ବର ୱାର୍ଡ ରେ ବିଜେଡି ପ୍ରମିଳା ମହାନ୍ତି ବିଜୟୀ

44 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ପ୍ରଦୀପ କିଶୋର ଖୁଣ୍ଟିଆ ବିଜୟୀ

45 ନମ୍ବର ୱାର୍ଡ ରେ ବିଜେପି ପାର୍ଥି ଗୋପାଳ କୃଷ୍ଣ ବେହେରା ବିଜୟୀ

46 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ପ୍ରଲୟା ବେହେରା ବିଜୟୀ

47 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ସୁବ୍ରତ ଘଡାଇ ବିଜୟୀ

48 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ନଳିନୀ ବେହେରା ବିଜୟୀ

49 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ଦମୟନ୍ତୀ ମାଝୀ ବିଜୟୀ

50 ନମ୍ବର ୱାର୍ଡ ରେ କଂଗ୍ରେସ ପାର୍ଥି ସନ୍ତୋଷ ଭୋଳ ବିଜୟୀ

51 ନମ୍ବର ୱାର୍ଡ ରେ ବିଜେପି ପାର୍ଥି ରାକେଶ ସ୍ୱାଇଁ ବିଜୟୀ

52 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ସୌଭାଙ୍ଗିନୀ ଜେନା ବିଜୟୀ

53 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ଅରବିନ୍ଦ ଜେନା ବିଜୟୀ

54 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ତାପସ ରଞ୍ଜନ ସାମନ୍ତ ରାୟ

55 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ବିଶ୍ୱ ବନ୍ଦିତା ପଣ୍ଡା ବିଜୟୀ

56 ନମ୍ବର ୱାର୍ଡ ରେ ବିଜେପି ପାର୍ଥି ଲିପ୍ସା ନାୟକ ବିଜୟୀ

57 ନମ୍ବର ୱାର୍ଡ ରେ ବିଜେଡି ପାର୍ଥି ପୂର୍ଣ୍ଣିମା ସ୍ୱାଇଁ ବିଜୟୀ

58 ନମ୍ବର ୱାର୍ଡ ରେ କଂଗ୍ରେସ ପାର୍ଥି ଜନାର୍ଦ୍ଧନ ପରିଡା ବିଜୟୀ

59 ନମ୍ବର ୱାର୍ଡ ରେ ବିଜେପି ପାର୍ଥିନୀ ମମତା ମହାନ୍ତି ବିଜୟୀ

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.