ETV Bharat / city

କଟକରେ ବାଇକ ଧକ୍କା, ଦୁଇ ମୃତ

କଟକ ଜିଲ୍ଲା ତେଲେଙ୍ଗା ପେଣ୍ଠଠାରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

author img

By

Published : Oct 10, 2019, 1:48 AM IST

କଟକରେ ବାଇକ ଧକ୍କା, ଦୁଇ ମୃତ

କଟକ: ତେଲେଙ୍ଗା ପେଣ୍ଠଠାରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇଜଣ ଯୁବକ ବାଇକରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ଏବଂ ଘଟଣା ସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

କଟକରୁ ପ୍ରଭୁକଲ୍ୟାଣପାଲ, ଇଟିଭି ଭାରତ

Intro:କଟକ : ତେଲେଙ୍ଗା ପେଣ୍ଠ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା .। ଏହି ଦୁର୍ଘଟଣା ରେ ଦୁଇ ଯୁବକ ମୃତ ହୋଇଥିବା ସୂଚନା ମିଳିଛି । ଦୁଇଜଣ ଯୁବକ ବାଇକ ରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ଏବଂ ଘଟଣା ସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ତେବେ ଘଟଣା ସ୍ଥଳ ରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ଓ । ଵର୍ତମାନ ସୁଦ୍ଧା ମୃତକ ଙ୍କ ପରିଚୟ ମିଳି ପାରି ନାହିଁ । Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.