ETV Bharat / city

ଲୋକଙ୍କ ସେବାରେ ସର୍ଵଦା ଅଗ୍ନିଶମ ବିଭାଗ :କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର - ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ଲୋକଙ୍କ ସେବାରେ ସର୍ଵଦା ଅଗ୍ନିଶମ ବିଭାଗ । ଅମ୍ଫାନ ବେଳେ ନୁହେଁ ବରଂ ମହାମାରୀ ସମୟରେ ବି ଲୋକଙ୍କ ସେବାରେ ସର୍ବାଦା ରହିଛି । ଓଡିଶା ଅଗ୍ନିଶମ ବିଭାଗର ପଶ୍ଚିମବଙ୍ଗରୁ ବାତ୍ୟା ଅମ୍ଫାନ ମୁକାବିଲା କରି ଫେରିବା ସେମାନଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଅଧିକ ପଢନ୍ତୁ...

ଲୋକଙ୍କ ସେବାରେ ସର୍ଵଦା ଅଗ୍ନିଶମ ବିଭାଗ :କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

author img

By

Published : Jul 29, 2020, 12:47 AM IST

କଟକ: ଲୋକଙ୍କ ସେବାରେ ସର୍ଵଦା ଅଗ୍ନିଶମ ବିଭାଗ । ଅମ୍ଫାନ ବେଳେ ନୁହେଁ ବରଂ ମହାମାରୀ ସମୟରେ ବି ଲୋକଙ୍କ ସେବାରେ ସର୍ବାଦା ରହିଛି । ପ୍ରାକୃତିକ ଦୈବିଦୁର୍ବିପାକ ଓ ମହାମାରୀ କୋରୋନା ଭଳି ସମୟରେ ମଧ୍ୟ ଲୋକଙ୍କ ସେବାରେ ସର୍ଵଦା ଜାରି ରହିବ ବୋଲି କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ଲୋକଙ୍କ ସେବାରେ ସର୍ଵଦା ଅଗ୍ନିଶମ ବିଭାଗ :କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ପଶ୍ଚିମବଙ୍ଗରୁ ବାତ୍ୟା ଅମ୍ଫାନ ମୁକାବିଲା କରି ଫେରିବା ପରେ କୋରୋନାର ବଶବର୍ତୀ ହୋଇଥିଲେ ଅଗ୍ନିଶମ ବିଭାଗର ଅନେକ କର୍ମଚାରୀ । ତେବେ ଏହା ଭିତରରେ ସେମାନେ ହାର ମାନି ନଥିଲେ । ବରଂ ଏହି ରୋଗକୁ ହରାଇ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖଛନ୍ତି । ଯାହା ପାଇଁ ପୁରା ଅଗ୍ନିଶମ ବିଭାଗ ଗର୍ବିତ । ଏହି ପ୍ରକ୍ରିୟା ସର୍ଵଦା ଜାରି ରହିବ ବୋଲି କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ମଙ୍ଗଳବାର ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପାଞ୍ଚ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି । ଏହାଛଡା ଯେପରି ତାଙ୍କର ଏହି ନିର୍ଭୀକ କାମ ଜାରି ରହିବ ସେନେଇ ମଧ୍ୟ କର୍ମଚାରୀଙ୍କୁ ଉପଦେଶ ଦେଇଛନ୍ତି । ଏହି ସଭାରେ ବିଭାଗୀୟ ଡିଜି ସତ୍ୟଜିତ ମହାନ୍ତି ଓ ବିଭାଗୀୟ ଆଇଜି ଅସିତ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୂକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.