ETV Bharat / city

କଟକରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଥଇଥାନ ପାଇଁ ଦାବି

author img

By

Published : Nov 19, 2020, 5:34 PM IST

Updated : Nov 19, 2020, 7:13 PM IST

କଟକ ଏସସିବିକୁ ସଂଯୋଗୀକରଣ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଏଥିରେ କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ତୁରନ୍ତ ଥଇଥାନ ପାଇଁ ଦାବି । ଅଧିକ ପଢନ୍ତୁ...

କଟକରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଥଇଥାନ ପାଇଁ ଦାବି
କଟକରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଥଇଥାନ ପାଇଁ ଦାବି

କଟକ: ସହରରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦୀକରଣ ପ୍ରକ୍ରିୟା । ଏସସିବିକୁ ସଂଯୋଗୀକରଣ ପାଇଁ ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି । ମାତୃଭବନ ଠାରୁ ଛତ୍ରବଜାର ରାସ୍ତା ପର୍ଯ୍ୟନ୍ତ ରାସ୍ତାକୁ ପ୍ରସସ୍ଥ କରିବା ପାଇଁ ଜୋରଦାର ଚାଲିଛି ଉଚ୍ଛେଦ ପ୍ରକ୍ରିୟା ।

ତେବେ ଏଥିପାଇଁ ବିଶେଷକରି ବସ୍ତିବାସିନ୍ଦା ପ୍ରଭାବିତ ହେଉଛନ୍ତି । ଉଚ୍ଛେଦ ପ୍ରକ୍ରିୟା ଦ୍ବାରା ଅନେକ ବସ୍ତିବାସିନ୍ଦା ବାସଗୃହ ହରାଇଛନ୍ତି । ବର୍ତ୍ତମାନ ଶୀତଋତୁ ଚାଲୁଥିବାରୁ ଏମାନଙ୍କୁ ରାତ୍ରିଯାପନ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ତେଣୁ ଏନେଇ ତୁରନ୍ତ ସମାଧାନ କରିବାକୁ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି । ଯଦି ପ୍ରଶାସନ ପକ୍ଷରୁ ଏନେଇ ଗୁରୁତ୍ବ ଦିଆନଯାଏ ତାହେଲେ ଆନ୍ଦୋଳନ କରାଯିବ ବୋଲି ବସ୍ତିବାସିନ୍ଦା ମିଳିତ ମଞ୍ଚ ଆବାହକ ଖଗେଶ୍ବର ସେଠୀ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Nov 19, 2020, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.