ETV Bharat / city

ଥମୁନି ପିଆଜ ଟେନସନ୍: ବଢିଲା ଆହୁରି 40

author img

By

Published : Dec 18, 2019, 6:19 PM IST

3 ଦିନ ପୂର୍ବରୁ କିଲୋପ୍ରତି 70ରୁ 80 ଟଙ୍କା ଦରରେ ବିକ୍ରି ହେଉଥିବା ପିଆଜ, ଏବେ ବୃଦ୍ଧି ପାଇ କିଲୋପ୍ରତି 110ରୁ 120 ଟଙ୍କାରେ ବିକ୍ରୟ ହେଉଛି। ଅଧିକ ପଢନ୍ତୁ...

ଥମୁନି ପିଆଜ ଟେନସନ୍: ବଢିଲା ଆଉ 40
ଥମୁନି ପିଆଜ ଟେନସନ୍: ବଢିଲା ଆଉ 40

କଟକ: ପୁଣି କନ୍ଦାଇଲା ପିଆଜ। ଯେଉଁ ପିଆଜ 3 ଦିନ ପୂର୍ବରୁ କିଲୋପ୍ରତି 70ରୁ 80 ଟଙ୍କା ଦରରେ ବିକ୍ରୟ ହେଉଥିଲା ତାହା ଏବେ ବୃଦ୍ଧି ପାଇ କିଲୋପ୍ରତି 110ରୁ 120 ଟଙ୍କାରେ ବିକ୍ରୟ ହେଉଛି।

ଥମୁନି ପିଆଜ ଟେନସନ୍: ବଢିଲା ଆଉ 40

CAAର ପ୍ରଭାବରୁ ବଜାରକୁ ପିଆଜ ଗାଡି ନଆସିବାରୁ ଦର ବୃଦ୍ଧି ପାଇଥିବା ଜଣାପଡିଛି। ଛତ୍ରବଜାର ପରିବା ମଣ୍ଡିରେ ପ୍ରତ୍ୟକ ଦିନ 7ରୁ 10ଟି ଟ୍ରକ ପିଆଜ ଗାଡି ଆବଶ୍ୟକ ଥିଲାବେଳେ ଏବେ ମାତ୍ର ଗୋଟିଏ ଗାଡି ପିଆଜ ବଜାରକୁ ଆସୁଛି। ଫଳରେ ପିଆଜ ଦର ଉଚ୍ଚା ରହିଛି। ହୋଲସେଲ୍‌ରେ ପିଆଜ ଦର କିଲୋପ୍ରତି 80 ରୁ 90 ଟଙ୍କା ଦରରେ ବିକ୍ରୟ ହେଉଥିଲାବେଳେ ଖୁଚୁରାରେ ଛୋଟ ପିଆଜ 100 ଟଙ୍କା ଓ ବଡ଼ ପିଆଜ 110ରୁ 120ଟଙ୍କା ଦରରେ ବିକ୍ରୟ ହେଉଛି। ଅନ୍ୟପଟେ ପିଆଜ ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୋଷ ଜାହିର କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ପୁଣି କନ୍ଦାଇଲା ପିଆଜ।ଯେଉଁ ପିଆଜ ୩ ଦିନ ପୂର୍ବରୁ କିଲୋପ୍ରତି ୭୦ ରୁ ୮୦ ଟଙ୍କା ଦର ରେ ବିକ୍ରୟ ହେଉଥିଲା ,ତାହା ଏବେ ବୃଦ୍ଧି ପାଇ କିଲୋପ୍ରତି ୧୧୦ ରୁ ୧୨୦ ଟଙ୍କା ଦର ରେ ବିକ୍ରୟ ହେଉଛି।CAA ର ପ୍ରଭାବରୁ ବଜାରକୁ ପିଆଜ ଗାଡି ନ ଆସିବାରୁ ଦର ବୃଦ୍ଧି ପାଇଥିବା ଜଣା ପଡ଼ିଛି।ଛତ୍ରବଜାର ପରିବା ମଣ୍ଡିରେ ପ୍ରତ୍ୟକ ଦିନ ୭ ରୁ ୧୦ ଟ୍ରକ ପିଆଜ ଗାଡି ଆବଶ୍ୟକ ଥିଲାବେଳେ ,ଏବେ ମାତ୍ର ଗୋଟିଏ ଗାଡି ପିଆଜ ବଜାରକୁ ଆସୁଛି।ଜାହାଫଳରେ ପିଆଜ ଦର ଉଚା ରହିଛି।ହୋଲସେଲ ରେ ପିଆଜ ଦର କିଲୋପ୍ରତି ୮୦ ରୁ ୯୦ ଟଙ୍କା ଦର ରେ ବିକ୍ରୟ ହେଉଥିଲାବେଳେ ଖୁଚୁରାରେ ଛୋଟ ପିଆଜ ୧୦୦ ଟଙ୍କା ଓ ବଡ଼ ପିଆଜ ୧୧୦ ରୁ ୧୨୦ ଟଙ୍କା ଦର ରେ ବିକ୍ରୟ ହେଉଛି।ଅନ୍ୟପଟେ ପିଆଜ ଦର ବୃଦ୍ଧି କୁ ନେଇ ଗ୍ରାହକ ମାନେ ଅସନ୍ତୋଷ ଜାହିର କରିଛନ୍ତି।

ବାଇଟ - ଖୁଚୁରା ବ୍ୟବସାୟୀ।
ବାଇଟ - ଖୁଚୁରା ବ୍ୟବସାୟୀ।
ବାଇଟ - ଖାଉଟି।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.