ETV Bharat / city

କୋରୋନା କବଳରେ କଟକ ବଡ ମେଡିକାଲର ଦନ୍ତ ଚିକିତ୍ସକ

କୋରୋନା କବଳରେ କଟକ ବଡ଼ ମେଡିକାଲର ଡାକ୍ତର । ସଂକ୍ରମିତ ହୋଇଥିବା ସମ୍ପୃକ୍ତ ଡାକ୍ତର ଜଣଙ୍କ ଦାନ୍ତ ବିଭାଗର ହୋଇଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ...

corona effect in cuttack, cuttack latest news, corona update in cuttack, doctor tested positive in cuttack scb medical, କଟକରେ କୋରୋନା ପ୍ରଭାବ, କଟକରୋ କୋରୋନା ଅପଡେଟ, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକ ବଡ ମେଡିକାଲରେ ଡାକ୍ତର କୋରୋନା ପଜିଟିଭ
କୋରୋନା କବଳରେ କଟକ ବଡ ମେଡିକାଲର ଦନ୍ତ ଚିକିତ୍ସକ
author img

By

Published : Jun 23, 2020, 3:58 AM IST

କଟକ: କୋରୋନା କବଳରେ କଟକ ବଡ଼ ମେଡିକାଲର ଡାକ୍ତର । ସଂକ୍ରମିତ ହୋଇଥିବା ସମ୍ପୃକ୍ତ ଡାକ୍ତର ଜଣଙ୍କ ଦାନ୍ତ ବିଭାଗର ହୋଇଥିବା ଜଣାପଡିଛି । ତାଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ କିଛି ଦିନ ହେବ ସେ ଘରକୁ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା ।

ସ୍ବାବ ନମୂନାର ରିପୋର୍ଟ ପଜିଟିଭ ବାହାରିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ସମ୍ପୃକ୍ତ ଡାକ୍ତର ଜଣକ କେଉଁ କେଉଁ ଲୋକଙ୍କ ସହ ମିସିଥିଲେ ତାହାର ତଥ୍ୟ ଯାଞ୍ଚ କରାଯାଉଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.