ETV Bharat / city

ତାଳଦଣ୍ଡା କେନାଲ ଓଭର ବ୍ରିଜ ଦୁର୍ନୀତି ମାମଲା, 6 ଗିରଫ - ତାଳଦଣ୍ଡା କେନାଲ

ଭିଜିଲାନ୍ସର ବଡ ଆକ୍ସନ । ତାଳଦଣ୍ଡା କେନାଲ ଓଭର ବ୍ରିଜ ଦୁର୍ନୀତି ମାମଲାରେ 6 ଜଣଙ୍କୁ ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ...

PHOTO
PHOTO
author img

By

Published : Jan 9, 2020, 10:58 PM IST

କଟକ: ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ । କଟକ ଆର ଆଣ୍ଡ ବିର 6 ସରକାରୀ କର୍ମଚାରୀଙ୍କ ସମେତ ଠିକାଦାର ଗିରଫ । କଟକ ତାଳଦଣ୍ଡା କେନାଲ ଉପରେ ହୋଇଥିବା ଓଭର ବ୍ରିଜ କାମ ନିମ୍ନମାନର ହୋଇଥିବା ଦର୍ଶାଇ ହାଇକୋର୍ଟର ରେ ଏକ ଜନ ସ୍ବାର୍ଥ ମାମଲା ଦାଏର ହୋଇଥିଲା । ହାଇକୋର୍ଟ ଏନେଇ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ମାମଲାର ତଦନ୍ତ କରି ଗୁରୁବାର ଭିଜିଲାନ୍ସ 6 ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଦୁର୍ନୀତିରେ ୪୪ ଲକ୍ଷ ଟଙ୍କାର ଘୋଟାଲା ହୋଇଥିବା ଜଣାପଡିଛି । ଏହି ଘୋଟଲା ୨୦୧୪ ରୁ ୨୦୧୯ ମଧ୍ୟରେ ହାଇଥିଲା । ଗିରଫ ହୋଇଥିବା କର୍ମଚାରୀମାନେ ହେଉଛନ୍ତି କଟକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ୫ ଜଣ ଯନ୍ତ୍ରୀ, ଆକାଉଣ୍ଟାଟ, ଅଧିକ୍ଷଣ ଯନ୍ତ୍ରୀ ବିମଳ ଦାସ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଧିର ପଣ୍ଡା ସହକାରୀ ଯନ୍ତ୍ରୀ ରଜନୀ ଦଳବେହେରା, ରବିନାରାୟଣ ସାହୁ ସହକାରୀ ଯନ୍ତ୍ରୀ ରଞ୍ଜନ ଦେବତା ଗିରଫଙ୍କୁ କରିଛି ଭିଜିଲାନ୍ସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଆର ଆଣ୍ଡ ବି ର ଛଅ ସରକାରୀ କର୍ମଚାରୀ ସହ ଠିକାଦାର ଗିରଫ ।କଟକ ତାଳଦଣ୍ଡା କେନାଲ ଉପରେ ହୋଇଥିବା ଓଭର ବ୍ରିଜ଼ କାମ ନିମ୍ନ ମାନର ହୋଇଥିବା ଦର୍ଶାଇ ହାଇକୋର୍ଟ ର ରେ ଏକ ଜନ ସ୍ୱାର୍ଥ ମାମଲା ହୋଇଥିଲା।
ହାଇକୋର୍ଟ ଏନେଇ ଭିଜଲାନ୍ସ କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ।ଆଜି ଭିଜଲାନ୍ସ 7 ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।୪୪ ଲକ୍ଷ ଟଙ୍କା ର ଘୋଟାଲା ହୋଇଥିବା ଜଣା ପଡ଼ିଛି।ଏହି ଘୋଟଲା ୨୦୧୪ ରୁ ୨୦୧୯ ମଧ୍ୟରେ ହାଇଥିଲା ।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.