ETV Bharat / city

କଟକରେ 5ଟି ସଚିବ: ବାଦାମବାଡି ବସଷ୍ଟାଣ୍ଡର ହେବ ପୁନରୁଦ୍ଧାର

author img

By

Published : Mar 10, 2020, 7:44 AM IST

Updated : Mar 10, 2020, 7:59 AM IST

କଟକରେ 5ଟି ସଚିବ ଭି.କେ ପାଣ୍ଡିଆନ । ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ବାଦାମବାଡି ବସଷ୍ଟାଣ୍ଡର ପୁନରୁଦ୍ଧାର କରିବା ନେଇ ଆଲୋଚନା । ଅଧିକ ପଢନ୍ତୁ...

5t secreatry in ctc
କଟକରେ 5ଟି ସଚିବ

କଟକ: ପୁଣି କଟକ ଗସ୍ତରେ 5ଟି ସଚିବ । ଭୋର 4ଟାରୁ ସହରର ବିଭିନ୍ନ ସ୍ଥାନ ବୁଲି ଦେଖିଲେ ଭି.କେ ପାଣ୍ଡିଆନ । ବାଦାମବାଡି ବସଷ୍ଟାଣ୍ଡର ପୁନରୁଦ୍ଧାର ସହ ପୁରୀ ଓ ଅନୁଗୋଳ ବସଷ୍ଟାଣ୍ଡର ହେବ ନବୀକରଣ ।

କଟକରେ 5ଟି ସଚିବ

ଏହା ସହ ଏସସିବି ପାଇଁ ଚାଲିଥିବା ଜମି ଅଧିଗ୍ରହଣ, ମହାନଦୀ ପଠା ମଧ୍ୟ ବୁଲି ଦେଖିଛନ୍ତି ସଚିବ । ଗସ୍ତ ବେଳେ ସାଥୀରେ ଥିଲେ ଅରୁଣ ବୋଥ୍ରା, ଜି.ଶ୍ରୀନିବାସ, କିଶନ କୁମାର ସୁରେନ୍ଦ୍ର କୁମାର ପ୍ରମୁଖ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 10, 2020, 7:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.