ETV Bharat / city

କଟକରେ ଅମ୍ପାନ ପ୍ରଭାବ, ଭାଙ୍ଗିଲା ୫୦ ବର୍ଷର ପୁରୁଣା ଗଛ

author img

By

Published : May 20, 2020, 10:44 AM IST

କଟକରେ ବାତ୍ୟା ପ୍ରଭାବରେ ସିଟି ହସ୍ପିଟାଲ ନିକଟରେ ଥିବା ୫୦ ବର୍ଷର ପୁରୁଣା ନିମ୍ୱ ଗଛଟି ଭାଙ୍ଗି ପଡ଼ିଛି ।

Cyclone impact in cuttack
କଟକରେ ବତ୍ୟାର ଅମ୍ଫାନର ପ୍ରଭାବ

କଟକ: ବାତ୍ୟା ଅମ୍ପାନ ପ୍ରଭାବ କଟକରେ ମଧ୍ୟ ଦେଖିବାକୁ ମିଳିଛି। ଘଣ୍ଟାପ୍ରତି ୬୦ ରୁ ଅଧିକ କିମି ବେଗରେ ପବନ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି। ଅଧିକ ବେଗରେ ପବନ ହେବା ଫଳରେ କଟକ ସିଟି ହସ୍ପିଟାଲ ନିକଟରେ ଥିବା ୫୦ ବର୍ଷର ପୁରୁଣା ଏକ ନିମ୍ୱ ଗଛଟି ଭାଙ୍ଗି ପଡ଼ିଛି।

କଟକରେ ବତ୍ୟାର ଅମ୍ଫାନର ପ୍ରଭାବ

ହସ୍ପିଟାଲରେ ରୋଗୀମାନେ ଚଳପ୍ରଚଳ କରୁଥିବା ସମୟରେ ଏହି ଗଛଟି ଭାଙ୍ଗି ପଡ଼ିଛି। ସୌଭାଗ୍ୟ ବଶତଃ କାହାର କୌଣସି କ୍ଷତି ଘଟିନାହିଁ। ଗଛଟି ଭାଙ୍ଗି ପଡ଼ି ବିଦ୍ୟୁତ ତାରରେ ପଡିବାରୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିବା ସହ ତାର ମଧ୍ୟ ଝୁଲି ପଡ଼ିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.