ETV Bharat / city

ଏସସିବିରେ ଖୋଲିବ 24 ଘଣ୍ଟିଆ ହେଲ୍ପ ଡେସ୍କ

author img

By

Published : Feb 9, 2021, 4:28 PM IST

ବଡ ମେଡିକାଲ (ଏସସିବି)ରେ ଖୋଲିବ 24 ଘଣ୍ଟିଆ ହେଲ୍ପ ଡେସ୍କ । ଅଧିକ ପଢନ୍ତୁ ...

ଏସସିବିରେ ଖୋଲିବ 24 ଘଣ୍ଟିଆ ହେଲ୍ପ ଡେସ୍କ
ଏସସିବିରେ ଖୋଲିବ 24 ଘଣ୍ଟିଆ ହେଲ୍ପ ଡେସ୍କ

କଟକ: ବଡ ମେଡିକାଲ ଏସସିବିରେ ଖୋଲିବ 24 ଘଣ୍ଟିଆ ସହାୟତା କେନ୍ଦ୍ର । ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ‘ଓଡିଶା ମୋ ପରିବାର’ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯିବ । ଯେପରି କୌଣସି ରୋଗୀ ଅସୁବିଧାର ଶିକାର ନହେବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏସସିବିରେ ଖୋଲିବ 24 ଘଣ୍ଟିଆ ହେଲ୍ପ ଡେସ୍କ

ତେବେ ଏହି ପ୍ରକ୍ରିୟା ଆରମ୍ଭ ହେବା ଦ୍ୱାରା ଦୂରଦୁରାନ୍ତରୁ ଆସୁଥିବା ରୋଗୀମାନେ ତୁରନ୍ତ ସ୍ବାସ୍ଥ୍ୟସେବା ଜନିତ ସୂଚନା ପାଇ ପାରିବେ । ଏହାଛଡା ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଯୋଜନା ସମ୍ପର୍କରେ ମଧ୍ୟ ଏହି ହେଲ୍ପ ଡେସ୍କର ଅଧକାରୀ ଅବଗତ କରାଇବେ ବୋଲି କହିଛନ୍ତି ଓଡିଶା ମୋ ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.