ETV Bharat / city

ଖଣ୍ଡଗିରି ଏବଂ ଉଦୟଗିରିରେ ଯୁବପିଢିଙ୍କ ପକ୍ଷରୁ ସଫେଇ

ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳ ଖଣ୍ଡଗିରି ଓ ଉଦୟଗିରିରେ ଗାନ୍ଧୀଜୟନ୍ତୀ ଅବସରରେ ଯୁବପିଢିଙ୍କ ପକ୍ଷରୁ ସଫେଇ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 2, 2019, 3:25 PM IST

ଭୁବନେଶ୍ବର: 150ତମ ଗାନ୍ଧୀ ଜୟନ୍ତୀରେ ବିଭିନ୍ନ ସ୍ଥାନରେ ଚାଲିଛି ଭିନ୍ନ ଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗାନ୍ଧୀଙ୍କ ବାର୍ତ୍ତା ପ୍ରଦାନ କରାଯିବା ସହ ଶୋଭାଯାତ୍ରା କରାଯାଇଛି । ତେବେ ଏହି ଅବସରରେ ଯୁବପିଢିଙ୍କ ପକ୍ଷରୁ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି ଏବଂ ଉଦୟଗିରିରେ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଓଡ଼ିଶାରେ ଖଣ୍ଡଗିରି, ଉଦୟଗିରି, ଧଉଳିଗିରି ଆଦି ସ୍ଥାନ କଳା ସ୍ଥାପତ୍ୟ ବିଦ୍ୟମାନ । ହେଲେ ଦିନକୁ ଦିନକୁ ଏହି ଐତିହ୍ୟ ତାର ସୁନ୍ଦରତା ହରାଇବାରେ ଲାଗିଛି । ଏହାର କାନ୍ଥ, ଗୁମ୍ପାରେ ଲୋକେ ନିଜର ନାଁ ଲେଖି ଏହାକୁ ନଷ୍ଟ କରିବାରେ ଲାଗିଛନ୍ତି। ଯାହା ଫଳରେ ଧୀରେ ଧୀରେ ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ରାଜଧାନୀର ୟୁଥ ସେବା ନାମକ ଏକ ଅନୁଷ୍ଠାନ ପକ୍ଷରୁ ଏଠାରେ ସଫେଇ ଅଭିଯାନ କରାଯାଉଛି। ସେପଟେ ଯୁବକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡ଼ିଶା ର ସୌନ୍ଦର୍ଯ୍ୟ ବଢ଼ାଉଥିବା ଖଣ୍ଡଗିରି ଓ ଉଦୟ ଗିରି ରେ ଲାଗି ଥିବା ଦାଗ କୁ ସଫାକଲେ ଯୁବପିଢ଼ି।

ଓଡିଶା , ନା ଟି ଶୁଣିଲେ ସାରା ଦେଶ ବାସୀ ଏଠାକାର ପୁରଣା କୀର୍ତ୍ତି କୁ ମାନେ ପକାନ୍ତି। ଯଥା ଖଣ୍ଡଗିରି ,ଉଦୟଗିରି ,ଧଉଳି ଗିରି ଆଦି ଅନେକ କଳା ସ୍ଥାପତ୍ୟ ଏଠି ବିଦ୍ୟମାନ। ହେଲେ ଏ ସବୁ ତାର ନିଜର ସୌନ୍ଦର୍ଯ୍ୟ କୁ ହରାଇ ବସୁଛି କାରଣ ଏଠାକାର ଐତିହାସିକ କାନ୍ଥ ଓ ଗୁମ୍ଫା ରେ ଲୋକେ ନିଜର ହସ୍ତାକ୍ଷର ,ନା ଆଦି ଅନେକ ଜିନିଷ ଲେଖି ନଷ୍ଟ କରି ଦେଇଛନ୍ତି। ଯାହାଫଳ ରେ ଧୀରେ ଧୀରେ ଏହି ପର୍ଯ୍ୟଟନ ସ୍ଥାନ ସବୁ ଲୋପ ପାଇବା ରେ ବସୁଛି। ଆଜି ଏହି ପରିପ୍ରେକ୍ଷୀ ରେ ରାଜଧାନୀ ର ୟୁଥ ସେବା ନାମକ ଏକ ଅନୁଷ୍ଠାନ ରାଜଧାନୀ ସ୍ଥିତ ଖଣ୍ଡଗିତି ଓ ଉଦେଗିରିବର ସବୁ କାନ୍ଥ କୁ ସଫାକରି ଲୋକଙ୍କୁ ସଚେତନତା କରାଯାଛି।Body:ଓଡ଼ିଶା ର ସୌନ୍ଦର୍ଯ୍ୟ ବଢ଼ାଉଥିବା ଖଣ୍ଡଗିରି ଓ ଉଦୟ ଗିରି ରେ ଲାଗି ଥିବା ଦାଗ କୁ ସଫାକଲେ ଯୁବପିଢ଼ି।

ଓଡିଶା , ନା ଟି ଶୁଣିଲେ ସାରା ଦେଶ ବାସୀ ଏଠାକାର ପୁରଣା କୀର୍ତ୍ତି କୁ ମାନେ ପକାନ୍ତି। ଯଥା ଖଣ୍ଡଗିରି ,ଉଦୟଗିରି ,ଧଉଳି ଗିରି ଆଦି ଅନେକ କଳା ସ୍ଥାପତ୍ୟ ଏଠି ବିଦ୍ୟମାନ। ହେଲେ ଏ ସବୁ ତାର ନିଜର ସୌନ୍ଦର୍ଯ୍ୟ କୁ ହରାଇ ବସୁଛି କାରଣ ଏଠାକାର ଐତିହାସିକ କାନ୍ଥ ଓ ଗୁମ୍ଫା ରେ ଲୋକେ ନିଜର ହସ୍ତାକ୍ଷର ,ନା ଆଦି ଅନେକ ଜିନିଷ ଲେଖି ନଷ୍ଟ କରି ଦେଇଛନ୍ତି। ଯାହାଫଳ ରେ ଧୀରେ ଧୀରେ ଏହି ପର୍ଯ୍ୟଟନ ସ୍ଥାନ ସବୁ ଲୋପ ପାଇବା ରେ ବସୁଛି। ଆଜି ଏହି ପରିପ୍ରେକ୍ଷୀ ରେ ରାଜଧାନୀ ର ୟୁଥ ସେବା ନାମକ ଏକ ଅନୁଷ୍ଠାନ ରାଜଧାନୀ ସ୍ଥିତ ଖଣ୍ଡଗିତି ଓ ଉଦେଗିରିବର ସବୁ କାନ୍ଥ କୁ ସଫାକରି ଲୋକଙ୍କୁ ସଚେତନତା କରାଯାଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.