ETV Bharat / city

ଫିଲ୍ମ ଷ୍ଟାଇଲରେ ଡେଲଟା ଅପହରଣ ମାମଲା, ନିଶା ନିବାରଣ କେନ୍ଦ୍ରରୁ ଖସି ପଳାଉଥିଲେ ଯୁବକ - bbsr dcp

ଭୁବନେଶ୍ୱର ଡେଲଟା ଛକରେ ଯୁବକଙ୍କୁ ଅପହରଣ ଘଟଣାରେ ଆସିଲା ନୂଆ ମୋଡ । ଯୁବକ ନିଶା ନିବାରଣ କେନ୍ଦ୍ରରୁ ଖସିଯାଉଥିଲେ ବୋଲି ସୂଚନା ଦେଲେ ଭୁବନେଶ୍ବର ଡିସିପି । ଅଧିକ ପଢନ୍ତୁ...

ଭୁବନେଶ୍ୱର ଡେଲଟା ଛକରେ ଯୁବକଙ୍କୁ ଅପହରଣ, ଡିସିପିଙ୍କ ଚାଞ୍ଚଲ୍ୟକର ବୟାନ

author img

By

Published : Jun 3, 2021, 10:45 PM IST

Updated : Jun 4, 2021, 6:12 AM IST

ଭୁବନେଶ୍ୱର: ରାଜଧାନୀରେ ଫିଲ୍ମ ଷ୍ଟାଇଲରେ କିଡନାପିଂର ଲାଇଭ ଭିଜୁଆଲ ଭାଇରାଲ । 3 ଜଣ ଯୁବକ ଜୋର ଜବରଦସ୍ତି ଅନ୍ୟ ଜଣେ ଚିତ୍କାର କରୁଥିବା ଯୁବକଙ୍କୁ କାରରେ ବସାଇ ଅପହରଣ କରୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଗାଡିଟି ନୀଳ ରଙ୍ଗର ହୋଇଥିବା ବେଳେ ଗାଡିର ନମ୍ବର OD02BE7656ବୋଲି ଭିଡିଓରୁ ଜଣାପଡୁଛି । ଏଥିସହ ଯୁବକ ଜଣକ କାନ୍ଦି କାନ୍ଦି ଉଦ୍ଧାର ପାଇଁ ଚିତ୍କାର କରୁଥିବା ଦେଖିବାକୁ ମିଳିଛି । ପ୍ରଥମେ ଯୁବକ ଜଣକ କିଏ ଓ କାହିଁକି ତାଙ୍କୁ ଉଠାଇ ନିଆଯାଇଛି ତାହା ସ୍ପଷ୍ଟ ହୋଇନଥିବାବେଳେ ଯୁବକ ଜଣକ ନିଶା ନିବାରଣ କେନ୍ଦ୍ରରୁ ଖସିଯାଉଥିଲେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ।

  • The today's alleged incident of kidnapping in Delta Chowk was promptly investigated. The boy has been located. Apparently he had fled a de-addiction centre. All aspects of the incident are being investigated including conduct of the centre.@cpbbsrctc @odisha_police @DGPOdisha

    — DCP Bhubaneswar (@dcpbbsr) June 3, 2021 " class="align-text-top noRightClick twitterSection" data=" ">

ସୋସିଆଲ ମିଡିଆରେ ଅପହରଣ ଭିଡିଓ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଚଳାଇଥିଲା । ହେଲେ ଡିସିପିଙ୍କ ଟ୍ବିଟ୍ ପରେ ଘଟଣାରେ ଆସିଲା ନୂଆ ଟ୍ବିଷ୍ଟ । ଅପହରଣ ନୁହେଁ ଯୁବକ ନିଶା ନିବାରଣ କେନ୍ଦ୍ରରୁ ଖସିଯାଉଥିଲେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ।

ଭୁବନେଶ୍ୱର ଡେଲଟା ଛକରେ ଯୁବକଙ୍କୁ ଅପହରଣ, ଡିସିପିଙ୍କ ଚାଞ୍ଚଲ୍ୟକର ବୟାନ

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ ତାପସ ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Jun 4, 2021, 6:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.