ETV Bharat / city

ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ଭିତରୁ ଯୁବତୀଙ୍କ ମୃତ୍ୟଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

author img

By

Published : Jul 14, 2022, 10:27 PM IST

ଉତ୍କଳ ବିଶ୍ଵବିଦ୍ୟାଳୟ ଭିତରେ ଥିବା ବସ୍ତିରୁ ଯୁବତୀଙ୍କ ମୃତ୍ୟଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଉତ୍କଳ ବିଶ୍ଵବିଦ୍ୟାଳୟ ଭିତରେ ଥିବା ବସ୍ତିରୁ ଯୁବତୀଙ୍କ ମୃତ୍ୟଦେହ ଉଦ୍ଧାର

ଭୁବନେଶ୍ବର : ଉତ୍କଳ ବିଶ୍ଵବିଦ୍ୟାଳୟ ଭିତରେ ଥିବା ବସ୍ତିରୁ ଯୁବତୀଙ୍କ ମୃତ୍ୟଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ୨୪ ବର୍ଷୀୟା ରଶ୍ମି ନାୟକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.