ETV Bharat / city

ବିଶ୍ବ ପରିବେଶ ଦିବସ: ସେଲ୍ଫି ୱିଥ ଟ୍ରି ସାଙ୍ଗକୁ କୁନି କୁନି ଶିଶୁଙ୍କ ଚାରା ରୋପଣ - different

ଆଜି ବିଶ୍ବ ପରିବେଶ ଦିବସ ଅବସରରେ ସ୍ମାର୍ଟସିଟି ବାସୀ ଗଛ ସହ ସେଲ୍ଫି ନେଇ ନିଜର ସେସିଆଲ ମିଡ଼ିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରିବା ସହ ଅନ୍ୟମାନଙ୍କୁ ଗଛ ଲଗାଇବାକୁ ବାର୍ତ୍ତା ଦେଇଛନ୍ତି । ସେହିପରି ଏହି ଅବସରରେ ଭୁବନେଶ୍ବର ଶିଶୁଭବନ ଛକ କିଣ୍ଡର ଗାର୍ଡେନ ବିଦ୍ୟାଳୟ ପରିସରରେ କୁନି କୁନି ଛୁଆମାନେ ନିଜ ପରିବେଶ ସଫା କରିବା ସହ ଚାରା ରୋପଣ କରିଛନ୍ତି ।

ଫଟୋ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 5, 2019, 11:42 AM IST

ଭୁବନେଶ୍ବର: ଆଜି ବିଶ୍ବ ପରିବେଶ ଦିବସ । ଏହି ଅବସରରେ ବିଭିନ୍ନ ସ୍ଥାନରେ ନିଆର ସେଲିବ୍ରେସନ ଦେଖିବାକୁ ମିଳିଛି । କେହି କେହି ଗଛ ସହ ସେଲ୍ଫି ନେଇ ଏହି ଦିବସଟିକୁ ସେଲିବ୍ରେସନ କରୁଥିବାବେଳେ ଆଉ କେଉଁଠି କୁନି କୁନି ଛୁଆ ଗଛ ଲଗାଇ ଏହି ଦିବସଟିକୁ ସେଲିବ୍ରେସନ କରୁଛନ୍ତି ।

1974 ମସିହା ପରଠାରୁ ଜାତିସଂଘର ଅନୁମୋଦନ ପରେ ପ୍ରତି ବର୍ଷ ଜୁନ 5 ତାରିଖକୁ ବିଶ୍ବ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ତେଣୁ ଆଜିର ଏହି ଦିନରେ ସ୍ମାର୍ଟସିଟି ବାସୀ ଗଛ ସହ ସେଲ୍ଫି ନେଇ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରିବା ସହ ଅନ୍ୟମାନଙ୍କୁ ଗଛ ଲଗାଇବାକୁ ବାର୍ତ୍ତା ଦେଇଛନ୍ତି । ତେଣୁ ଆଜି ଭୁବନେଶ୍ବରସ୍ଥିତ ବିଜୁପଟ୍ଟନାୟକ ଫରେଷ୍ଟ ପାର୍କରେ ୟୁଥ୍ ସେବା ତରଫରୁ ଏକ କାର୍ଯ୍ୟକ୍ରମ ‘‘ସେଲ୍ଫି ୱିଥ୍ ପ୍ଲାଣ୍ଟ’’ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନେକ ଯୁବପିଢି ଯୋଗ ଦେଇଥଛନ୍ତି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

ସେହିପରି ଆଜି ଏହି ଅବସରରେ ଭୁବନେଶ୍ବର ଶିଶୁଭବନ ଛକ କିଣ୍ଡର ଗାର୍ଡେନ ବିଦ୍ୟାଳୟ ପରିସରରେ କୁନି କୁନି ଛୁଆମାନେ ପରିବେଶ ସଫା କରିବା ସହ ଚାରା ରୋପଣ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

dgss

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.