ETV Bharat / city

ସ୍ମିତାରାଣୀ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ମହିଳା କମିଶନ

author img

By

Published : Nov 2, 2019, 9:22 PM IST

ସ୍ମିତାରାଣୀ ମୃତ୍ୟୁକୁ ନେଇ ମହିଳା କମିଶନର ଶେଷରେ ପ୍ରତିକ୍ରିୟା ରଖିଛନ୍ତି । ଏପରିକି କୌଣସି ଅଭିଯୋଗ ବିଷୟରେ ସେ ଜାଣିନଥିବା କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସ୍ମିତାରାଣୀ ମୃତ୍ୟୁ ମାମଲାରେ ବିଜେପି ତଥା ଅନ୍ୟ ବିରୋଧି ଦଳ ବାରମ୍ବାର ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଟାର୍ଗେଟ କରୁଛନ୍ତି । ଏପରିକି ଅଧ୍ୟକ୍ଷା ଏଭଳି ଏକ ସଙ୍ଗୀନ ଘଟଣାରେ ନିରବତା ଅବଲମ୍ବନ କରୁଥିବା ବୋଲି ଅଭିଯୋଗ ମଧ୍ୟ କରିଛନ୍ତି । ଏହା ମଧ୍ୟରେ ଶନିବାର ଅଧ୍ୟକ୍ଷା ମିନତି ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ନିଜ ପରିଧି ମଧ୍ୟରେ ରହି କାମ କରୁଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପକ୍ଷେ ଡିଜିପିଙ୍କ ସହ ଆଲୋଚନା କରାଯାଇଛି । ଏହା ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମଧ୍ୟ କୁହାଯାଇଛି । ବିରୋଧୀ ଦଳ କଣ ଅଭିଯୋଗ କରୁଛନ୍ତି ତାହା ସେ ଜାଣିନାହାନ୍ତି ବୋଲି କହିଛନ୍ତି ଶ୍ରୀମତି ବେହେରା । କିଏ କଣ କହିଲା ସେଥିପାଇଁ ମହିଳା କମିଶନ ଚିନ୍ତିତ ନୁହନ୍ତି । ସୂଚନାନୁସାରେ, ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସିବିଆଇ ତଦନ୍ତ ଦାବି କରୁଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ସ୍ମିତାରାଣୀ ମୃତ୍ୟୁ ମାମଲାରେ ବିଜେପି ତଥା ଅନ୍ୟ ବିରୋଧୀ ଦଳ ବାରମ୍ବାର ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଟାର୍ଗେଟ୍ କରୁଛନ୍ତି । ଏପରିକି ଅଧ୍ୟକ୍ଷା ଏଭଳି ଏକ ସଙ୍ଗୀନ ଘଟଣାରେ ନିରବତା ଅବଲମ୍ବନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏହା ମଧ୍ୟରେ ଆଜି ଅଧ୍ୟକ୍ଷା ମିନତି ବେହେରା Body:ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ନିଜ ପରିଧି ମଧ୍ୟରେ ରହି କାମ କରୁଥିବା କହିଛନ୍ତି । ଡିଜିପିଙ୍କ ସହ ଆଲୋଚନା କରାଯାଇଛି ।ଏହା ସହ ଘଟଣା ର କ୍ରାଇମବ୍ରାଂଚ ତଦନ୍ତ ପାଇଁ କୁହାଯାଇଛି ।ଏହା ସହ ବିରୋଧୀ ଦଳ କଣ ଅଭିଯୋଗ କରୁଛନ୍ତି ତାହା ସେ ଜାଣିନାହାନ୍ତି ବୋଲି କହିଛନ୍ତି ଶ୍ରୀମତି ବେହେରା ।
Conclusion:କିଏ କଣ କହିଲା ସେଥିପାଇଁ ମହିଳା କମିଶନ ଓରିଡ୍ ନୁହନ୍ତି ।ସୂଚନା ଅନୁସାରେ ସ୍ମିତାରାଣୀ ମୃତ୍ୟୁ ମାମଲା କୁ ନେଇ ଉଭୟଙ୍କ ବିରୋଧୀ କଂଗ୍ରେସ ଓ ବିଜେପି ସିବିଆଇ ତଦନ୍ତ ଦାବି କରୁଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.