ETV Bharat / city

13ରୁ ବିଧାନସଭା ଶୀତ ଅଧିବେଶନ, ଏଥର ଅନଲାଇନରେ ତାରକା ପ୍ରଶ୍ନ - ବିଧାନସଭାରେ ନୂଆ ସଂସ୍କାର

ଚଳିତ ବିଧାନସଭାର ଶୀତ ଅଧିବେଶନ ପାଇଁ କିଛି ନୂଆ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ପ୍ରଥମ ଥର ପାଇଁ ତାରକା ପ୍ରଶ୍ନ ଅନଲାଇନରେ ଆବେଦନ କରିପାରିବେ ବିଧାୟକ ।

ଫାଇଲ ଫଟୋ
author img

By

Published : Nov 8, 2019, 6:10 PM IST

ଭୁବନେଶ୍ବର: ଆସନ୍ତା 13ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହି ଅଧିବେଶନ ପାଇଁ କିଛି ନୂଆ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ଯାହା ବିଧାନସଭା ଇତିହାସରେ ପ୍ରଥମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଥମ ଥର ପାଇଁ ତରକା ପ୍ରଶ୍ନ ଅନଲାଇନରେ ଆବେଦନ କରି ହେବ । NEVA ଆପ୍‌ ଜରିଆରେ ଏହି ଆବେଦନ କରିବାକୁ ହେବ । ପୂର୍ବରୁ ତାରକା ପ୍ରଶ୍ନ, କଲିଂ ଆଟେନସନ, ମୁଲତବି ନୋଟିସ ପାଇଁ ଏକ ଫର୍ମ ଜରିଆରେ ଆବେଦନ କରିବାକୁ ପଡ଼ୁଥିଲା । ହେଲେ ଏବେ ଏହି ଆପ୍‌ ଜରିଆରେ ବିଧାୟକ ଯେକୌଣସି ସ୍ଥାନରେ ଥିଲେ ବି ଅନଲାଇନରେ ଆବେଦନ କରିପାରିବେ । ସେହିଭଳି ତାରକା ପ୍ରଶ୍ନ ଗୁଡିକର ଉତ୍ତର ମଧ୍ୟ ଅନଲାଇନରେ ଉପଲବ୍ଧ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:2 ଦିନ ପରେ ବିଧାନସଭାର ଶୀତ ଅଧିବେଶନ। ଏଥର ବିଧାନସଭାରେ କିଛି ନୂଆ ସଂସ୍କାର ନିଆଯାଇଛି। ଯାହାକି ବିଧାନସଭା ଇତିହାସରେ ପ୍ରଥମ। ପ୍ରଥମ ଥର ପାଇଁ ଷ୍ଟାର ପ୍ରଶ୍ନ ଅନଲାଇନ ରେ ଆବେଦନ କରି ହେବ। NEVA ଆପ ଜରିଆରେ ଏହି ଆବେଦନ କରିବାକୁ ହେବ। ପୂର୍ବରୁ ଷ୍ଟାର ପ୍ରଶ୍ନ, କଲିଂ ଆଟେନସନ, ମୁଲତବୀ ନୋଟିସ ପାଇଁ ଏକ ଫର୍ମ ଜରିଆରେ ଆବେଦନ କରିବାକୁ ପଡ଼ୁଥିଲା। ହେଲେ ଏବେ ବିଧାୟକ ଯେକୌଣସି ସ୍ଥାନରେ ଥିଲେ ବି ଅନଲାଇନରେ ଏହା କରିପାରିବେ। ସେହିଭଳି ଷ୍ଟାର ପ୍ରଶ୍ନ ଗୁଡିକର ଉତ୍ତର ମଧ୍ୟ ଅନଲାଇନରେ ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

Body:ବାଇଟ ସୂର୍ଯ୍ୟନାରାୟଣ ପାତ୍ର, ବାଚସ୍ପତି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.