ETV Bharat / city

ଓଡ଼ିଶାରେ ହେବ ଆଣ୍ଟିବଡି ଟେଷ୍ଟିଂ - ICMR

ଓଡ଼ିଶାରେ ପୁଣି ହେବ ଆଣ୍ଟିବଡ଼ି ଟେଷ୍ଟିଂ । ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ଆଣ୍ଟିବଡ଼ି ଟେଷ୍ଟିଂ କିଟ । ଆଇସିଏମଆର ଦ୍ବାରା ଅନୁମୋଦିତ ଏହି କିଟ ଆରଏମଆରସିରେ ଆସି ପହଞ୍ଚିବ । ଅଧିକ ପଢନ୍ତୁ...

will-be-anti-body-testing-in-odisha
ଓଡ଼ିଶାରେ ହେବ ଆଣ୍ଟି ବଡି ଟେଷ୍ଟଂ
author img

By

Published : Jun 24, 2020, 7:51 PM IST

ଭୁବନେଶ୍ବର:ପୁଣି ଓଡ଼ିଶାରେ ହେବ ଆଣ୍ଟିବଡ଼ି ଟେଷ୍ଟିଂ । ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ଆଣ୍ଟିବଡ଼ି ଟେଷ୍ଟିଂ କିଟ । ଆଇସିଏମଆର ଦ୍ବାରା ଅନୁମୋଦିତ ଏହି କିଟ ଆରଏମଆରସିରେ ଆସି ପହଞ୍ଚିବ । ବର୍ତ୍ତମାନ ଘରକୁ ଘର ହେଉଥିବା ସର୍ଭେରେ ଏହାକୁ ବ୍ୟବହାର କରାଯିବ ।

ଓଡ଼ିଶାରେ ହେବ ଆଣ୍ଟି ବଡି ଟେଷ୍ଟଂ

ଆସନ୍ତାକାଲି ରାଜ୍ୟରେ ଆଣ୍ଟିବଡି ଟେଷ୍ଟିଂ କେମିତି ହେବ ସେ ନେଇ ଏକ ଯୋଜନା ପ୍ରସ୍ତୁତ କରାଯିବ । ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଏବେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନେ ସଂଗରୋଧ ଓ କୋଭିଡ ଯୋଦ୍ଧା ହେଉଛନ୍ତି । ତେଣୁ ଓଡ଼ିଶାରେ ଆଲାରାମିଙ୍ଗି ପରିସ୍ଥିତି ନାହିଁ । ଆମକୁ ସବୁଦିନ ପାଇଁ ସଚେତନ ହେବାକୁ ପଡିବ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.