ETV Bharat / city

ଉପକୂଳ ଓ ଆଭ୍ୟନ୍ତରୀଣରେ ବଢିବ ତାପମାତ୍ରା - ଉପକୂଳ ଓ ଆଭ୍ୟନ୍ତରୀଣରେ ବଢିବ ତାପମାତ୍ରା

ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବଢିବ ତାପମାତ୍ରା । ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ, ଉପକୂଳରେ ୨ ରୁ ୩ ଡିଗ୍ରୀ ବଢିବ ତାପମାତ୍ରା । ଅଧିକ ପଢନ୍ତୁ...

wheather update of march 16th
ଉପକୂଳ ଓ ଆଭ୍ୟନ୍ତରୀଣରେ ବଢିବ ତାପମାତ୍ରା
author img

By

Published : Mar 15, 2021, 10:35 PM IST

ଭୁବନେଶ୍ବର: ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବଢିବ ତାପମାତ୍ରା । ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ,ଉପକୂଳରେ ୨ ରୁ ୩ ଡିଗ୍ରୀ ବଢିବ ତାପମାତ୍ରା । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଉପକୂଳ ଓ ଆଭ୍ୟନ୍ତରୀଣରେ ବଢିବ ତାପମାତ୍ରା

ଆସନ୍ତା ୨୪ ଘଣ୍ଟା ମଙ୍ଗଳବାର ମଧ୍ୟରେ ପାଗ ଶୁଖିଲା ରହିବ । ମଙ୍ଗଳବାର ସକାଳ ସମୟରେ କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ସ୍ବଳ୍ପ କୁହୁଡି ଦେଖା ଦେବ । ଗତ ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୩୮.୫, ଫୁଲବାଣୀରେ ସର୍ବନିମ୍ନ ୧୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ତାପମାତ୍ରା ୩୫.୭ ଡିଗ୍ରୀ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.