ETV Bharat / city

24 ଘଣ୍ଟାରେ ବର୍ଷା, 6 ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ - 6 ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ

ରାଜ୍ୟରେ 6 ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ...

6 ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ
6 ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ
author img

By

Published : Jul 3, 2020, 10:05 PM IST

ଭୁବନେଶ୍ବର: 6 ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି । ଆସନ୍ତା ୨୪ ଘଣ୍ଟା ଅର୍ଥାତ ୪ ତାରିଖରେ କୋରାପୁଟ,ରାୟଗଡା, ଗଜପତି, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି । କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗୀର,ସୁନ୍ଦରଗଡ, ଦେବଗଡ଼, ମୟୁରଭଞ୍ଜ, ଅନୁଗୁଳ,ଜଗତସିଂହପୁର ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

6 ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ

ଗତ ୨୪ ଘଣ୍ଟା ଭିତରେ ବିଭିନ୍ନ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି ଜିଲ୍ଲାର ମାଥିଲିରେ ସର୍ବଧିକ ୧୦୫.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି କୋରାପୁଟ ଜିଲ୍ଲା କୋଟପାଡରେ ୫୧.୦ମିମି,ଦେବଗଡ଼ ଜିଲ୍ଲା ଦେବଗଡ଼ରେ ୫୦.୦ମିମି ବର୍ଷା ରେକର୍ଡ କରାଯାଇଛି ।ଅନୁଗୁଳ ରେ ସର୍ବାଧିକ ୩୮.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଜୁନ ୧ ରୁ ଜୁଲାଇ ୩ ପର୍ଯ୍ୟନ୍ତ ୨୬୫.୧ମିମି ବର୍ଷା ରେକର୍ଡ କରାଯାଇଛି । ୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।୯ ଜିଲ୍ଲାରେ ଅଧିକ ବର୍ଷା,୧୫ ଜିଲ୍ଲାରେ ସ୍ବାଭାବିକ ବର୍ଷା, ଉପକୂଳ ୬ ଜିଲ୍ଲାରେ କମ ବର୍ଷା ହୋଇଛି । ଖୋର୍ଦ୍ଧା, ପୁରୀ,କଟକ,ଜଗତସିଂହପୁର, ଯାଜପୁର ରେ ସର୍ବନିମ୍ନ ବର୍ଷା ହୋଇଛି।ପୁରୀ ରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.