ETV Bharat / city

୧୨ ଜିଲ୍ଲାକୁ ସତର୍କ ଘଣ୍ଟି, ଘରୁ ନବାହାରିବାକୁ ପରାମର୍ଶ

ରାଜ୍ୟର ୧୨ ଜିଲ୍ଲାରେ ଆଜି କାଳବୈଶାଖୀ ବର୍ଷା ଆଶଙ୍କା । ବିଜୁଳି ଘଡଘଡି ସହ ବର୍ଷା, ପ୍ରବଳ ବେଗରେ ପବନ ବହିବା ସହ ଆସନ୍ତା 3 ଘଣ୍ଟା ପର୍ଯ୍ୟନ୍ତ ଏହି 12 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

author img

By

Published : Apr 22, 2021, 12:23 PM IST

ରାଜ୍ୟର ୧୨ ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା

ଭୁବନେଶ୍ବର: ରାଜ୍ୟର ୧୨ ଜିଲ୍ଲାରେ ଆଜି(ଗୁରୁବାର) କାଳବୈଶାଖୀ ବର୍ଷା ଆଶଙ୍କା ରହିଛି । ବିଜୁଳି ଘଡଘଡି ସହ ବର୍ଷା, ପ୍ରବଳ ବେଗରେ ପବନ ବହିବା ସହ ଆସନ୍ତା 3 ଘଣ୍ଟା ପର୍ଯ୍ୟନ୍ତ ଏହି 12 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।

ଏହି ୧୨ ଜିଲ୍ଲା ହେଲା-ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର,ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ମୟୂରଭଞ୍ଜ ଓ ବାଲେଶ୍ବର । 40 ରୁ 50 କିମି ବେଗରେ ବହିପାରେ ପବନ । ତେବେ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.