ETV Bharat / city

ଲୋକସଭା ନିର୍ବାଚନ: ଓଡିଶାରେ ବିଜେଡି 16 ଓ ବିଜେପି 5ରେ ଆଗୁଆ

ରାଜ୍ୟର 21ଟି ଲୋକସଭା ଆସନରୁ 16ଟି ଆସନରେ ବିଜେଡି ଆଗୁଆ ଥିବାବେଳେ 5ଟି ଆସନରେ ବିଜେପି ରହିଛି ।

author img

By

Published : May 23, 2019, 12:19 PM IST

Updated : May 23, 2019, 2:21 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ଚାଲିଛି ଭୋଟ ଗଣତି । ମଧ୍ୟାହ୍ନ 1.30 ସୁଦ୍ଧା କାଉଣ୍ଟିଂ ପରିଣାମ ବିଭିନ୍ନ ନିର୍ବାଚନ ମଣ୍ଡଳୀ ୬ରୁ ୯ ରାଉଣ୍ଡ ଗଣତି ସରିଲାଣି । ପୋଷ୍ଟାଲ ଭୋଟ ପଛରେ ହେବ । ତେବେ ପ୍ରାପ୍ତ ସୂଚନା ମୁତାବକ ରାଜ୍ୟର 21ଟି ଲୋକସଭା ଆସନରୁ 16ଟି ଆସନରେ ବିଜେଡି ଆଗୁଆ ଥିବାବେଳେ 5ଟି ଆସନରେ ବିଜେପି ଆଗୁଆ ରହିଛି । ଆସ୍କା, ବାଲେଶ୍ବର, ବ୍ରହ୍ମପୁର, ଭଦ୍ରକ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ସମ୍ବଲପୁର ବିଜେଡି ଆଗୁଆ ରହିଛି ।

ସେହିପରି ବରଗଡ଼, ଭୁବନେଶ୍ୱର, ବଲାଙ୍ଗୀର, କଳାହାଣ୍ଡି, ପୁରୀ, ସୁନ୍ଦରଗଡରେ ବିଜେପି ଆଗୁଆ ରହିଛି । ଅନ୍ୟପଟେ କଂଗ୍ରେସ ଖାତା ଖୋଲିପାରି ନାହିଁ । ସେହିପରି ୧୪୬ରୁ ଟ୍ରେଣ୍ଡ ବିଜେଡି ୧୧୫ଟି ଆଗୁଆ ଥିବାବେଳେ ବିଜେପି ୨୧ ଅନ୍ୟ ୨ଟି କଂଗ୍ରେସ ୮ଟି ସିଟରେ ଆଗୁଆ ରହିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : May 23, 2019, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.