ETV Bharat / city

ଡିସେମ୍ବର 27ରେ ଏଲପିଜି ପ୍ଳାଣ୍ଟର ଲୋକାର୍ପଣ କରିବେ ଉପରାଷ୍ଟ୍ରପତି - ଓଡିଶା ଆସିବେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଏଡୁ

ଆସନ୍ତା ଡିସେମ୍ବର 27ରେ ଓଡିଶା ଆସିବେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ। ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ବଲାଙ୍ଗୀରର ଏଲପିଜି ପ୍ଲାଣ୍ଟ ଲୋକାର୍ପଣ କରିବେ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Vice president venkaiah naidu visit odisha on dec 27
27ରେ ବଲାଙ୍ଗୀର ଏଲପିଜି ପ୍ଳାଣ୍ଟର ଲୋକାର୍ପଣ କରିବେ ଉପରାଷ୍ଟ୍ରପତି
author img

By

Published : Dec 22, 2019, 9:27 PM IST

ଭୁବନେଶ୍ବର: ଆସନ୍ତା ଡିସେମ୍ବର 27ରେ ଓଡିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ। ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ବଲାଙ୍ଗୀରର ଏଲପିଜି ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏହି ପ୍ଲାଣ୍ଟ ଜାନୁଆରୀ 2020 ସୁଦ୍ଧା 14ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ। ଏଥିସହିତ ସମସ୍ତ ଉପଭୋକ୍ତାଙ୍କୁ ଏଲପିଜି ସିଲିଣ୍ଡର ଯୋଗାଇବାରେ ସକ୍ଷମ ହୋଇପାରିବ।

ପୂର୍ବରୁ ଖୋର୍ଦ୍ଧାରେ ଏକ ବଟଲିଂ ପ୍ଲାଣ୍ଟ ରହିଛି। ବଲାଙ୍ଗିର ଜିଲ୍ଲାରେ ନିର୍ମାଣ କରାଯାଉଥିବା ବିପିସିଏଲର ଏହି ନୂତନ ବଟଲିଂ ପ୍ଲାଣ୍ଟ ରାଜ୍ୟର ଦ୍ବିତୀୟ ପ୍ଲାଣ୍ଟ ହେବ। ଏହି ପ୍ଲାଣ୍ଟର ନିର୍ମାଣ କେବଳ 19 ମାସରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାର୍ଷିକ 42 ଲକ୍ଷ ସିଲିଣ୍ଡର ଉତ୍ପାଦନ କ୍ଷମତା ରହିଛି। ଏହି ନୂତନ ପ୍ଲାଣ୍ଟ ସମ୍ପୂର୍ଣ୍ଣ ହେବା ପରେ ଓଡିଶାରେ ମୋଟ ଏଲପିଜି ପ୍ଳାଣ୍ଟର ସଂଖ୍ୟା 7ରେ ପହଞ୍ଚିଛି। ଏହି 7ଟି ବଟଲିଂ ପ୍ଲାଣ୍ଟର ବାର୍ଷିକ କ୍ଷମତା 4.06 କୋଟି ସିଲିଣ୍ଡର ହେବ।

27ରେ ବଲାଙ୍ଗୀର ଏଲପିଜି ପ୍ଳାଣ୍ଟର ଲୋକାର୍ପଣ କରିବେ ଉପରାଷ୍ଟ୍ରପତି

ଅନ୍ୟପକ୍ଷରେ ରାଜ୍ୟରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 2014ରେ ରାଜ୍ୟରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା 20.22 ଲକ୍ଷ ରହିଥିବା ବେଳେ 2019ରେ ଏଥିରେ ବୃଦ୍ଧି ଘଟି 88.10 ଲକ୍ଷରେ ପହଞ୍ଚିଛି। ଯାହାକି ଏହି ସମୟରେ ଉପଭୋକ୍ତାଙ୍କ ସଂଖ୍ୟାକୁ 335.71 ପ୍ରତିଶତ ବୃଦ୍ଧି ଘଟାଇଛି । ତୈଳ ଉତ୍ପନ୍ନ କମ୍ପାନୀଙ୍କ ମଧ୍ୟରେ କେବଳ ବିପିସିଏଲର 21.59 ଲକ୍ଷ ଉପଭୋକ୍ତା ଅଛନ୍ତି। ଯେଉଁମାନେ ବାର୍ଷିକ 78 ଲକ୍ଷ ସିଲିଣ୍ଡର ବ୍ୟବହାର କରୁଛନ୍ତି । 2020ସୁଦ୍ଧା ଏହା 105 ଲକ୍ଷ ସିଲିଣ୍ଡରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ବଲାଙ୍ଗୀର ରେଳଷ୍ଟେସନ ଠାରୁ 12 କିଲୋମିଟର ଦୂରରେ ଅବସ୍ଥିତ ବରକାନି ଗ୍ରାମରେ ଏହି ଏଲପିଜି ପ୍ଳାଣ୍ଟର ନିର୍ମାଣ କରାଯାଉଛି। ଏହି ପ୍ଲାଣ୍ଟ 23 ଏକର ଜମିରେ ନିର୍ମାଣ କରାଯାଉଛି। ବାର୍ଷିକ 42 ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବା କ୍ଷମତା ରହିଛି। 2020 ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଓଡିଶାର 1420:33 22-12-2019ଟି ଜିଲ୍ଲାର ଉପଭୋକ୍ତାଙ୍କୁ ଏଲପିଜି ସିଲିଣ୍ଡର ଯୋଗାଣ କରିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଡିସେମ୍ବର 27 ତାରିଖରେ ବଲାଙ୍ଗୀର ଏଲପିଜି ପ୍ଳାଣ୍ଟର ଲୋକାର୍ପଣ କରିବେ ଉପରାଷ୍ଟ୍ରପତି ।

ଓଡିଶା ଆସୁଛନ୍ତି ମହାମହିମ ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାୟୁଡ। ଡିସେମ୍ବର 27ତାରିଖରେ ବଲାଙ୍ଗୀର ଏଲପିଜି ପ୍ଳାଣ୍ଟର ରାଷ୍ଟ୍ର ଉଦେଶ୍ୟରେ ସମର୍ପଣ କରିବେ ଉପରାଷ୍ଟ୍ରପତି ।ଏହି ପ୍ଲାଣ୍ଟ ଜାନୁଆରୀ 2020 ସୁଦ୍ଧା 14 ଟି ଜିଲ୍ଲାରେ କାର୍ଯ୍ୟକ୍ଷମ କରାଯିବ । ଓ ସମସ୍ତ ଉପଭୋକ୍ତା ଏଲପିଜି ସିଲିଣ୍ଡର ଯୋଗାଇବାରେ ସକ୍ଷମ ହୋଇପାରିବ।

Body:

ଖୋର୍ଦ୍ଧା ଜିଲ୍ଲା ରେ ଏକ ବଟଲିଂ ପ୍ଲାଣ୍ଟ ରହିଛି । ବଲାଙ୍ଗିର ଜିଲ୍ଲା ରେ ନିର୍ମାଣ କରାଯାଉଥିବା ବିପିସିଇଲ ର ଏହି ନୁତନ ବଟଲିଂ ପ୍ଲାଣ୍ଟ ରାଜ୍ୟ ରେ ହେବ ଦିତିୟ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ର ନିର୍ମାଣ କେବଳ 19 ମାସ ରେ ସମ୍ପୁର୍ଣ୍ଣ ହୋଇଥିବା ବେଳେ ବାର୍ଷିକ 42 ଲକ୍ଷ ସିଲିଣ୍ଡର ଉତ୍ପାଦନ ଖମତା ରହିଛି । ଏହି ନୁତନ ପ୍ଲାଣ୍ଟ ଗୁଡିକ ସମ୍ପୁର୍ଣ୍ଣ ହେବା ପରେ ଓଡିଶା ରେ ମୋଟ ଏଲପିଜି ପ୍ଳାଣ୍ଟର ସଂଖ୍ୟା 7 ରେ ପହଞ୍ଚିଛି । ଏହି 7 ଟି ବଟଲିଂ ପ୍ଲାଣ୍ଟ ର ବାର୍ଷିକ ଖମତା 4.06 କୋଟି ସିଲିଣ୍ଡର ହେବ।

ଅନ୍ୟ ପକ୍ଷରେ ରାଜ୍ୟ ରେ ଏଲପିଜି ଉପଭୋକ୍ତା ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 2014 ରେ ରାଜ୍ୟ ରେ ଏଲପିଜି ଉପଭୋକ୍ତା ଙ୍କ ସଂଖ୍ୟା 20.22 ଲକ୍ଷ ରହିଥିବା ବେଳେ 2019 ରେ ଏଥିରେ ବୃଦ୍ଧି ଘଟି 88.10 ଲକ୍ଷ ରେ ପହଞ୍ଚିଛି । ଯାହାକି ଏହି ସମୟରେ ଉପଭୋକ୍ତା ଙ୍କ ସଂଖ୍ୟା କୁ 335.71 ପ୍ରତିଶତ ବୃଦ୍ଧି ଘଟାଇଛି ।
ତୈଳ ବିପଣନ କମ୍ପାନୀ ମାନଙ୍କ ମଧ୍ୟରେ କେବଳ ବିପିସିଏଲ ର 21.59 ଲକ୍ଷ ଉପଭୋକ୍ତା ଅଛନ୍ତି । ଯେଉଁ ମାନେ କି ବାର୍ଷିକ 78 ଲକ୍ଷ ସିଲିଣ୍ଡର ବ୍ୟବହାର କରୁଛନ୍ତି । 2020ସୁଦ୍ଧା ଏହା 105 ଲକ୍ଷ ସିଲିଣ୍ଡର କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଏହି ପ୍ଲାଣ୍ଟ ଟି ବଲାଙ୍ଗୀର ରେଳ ଷ୍ଟେସନ ଠାରୁ 12 କିଲୋମିଟର ଦୂରରେ ଅବସ୍ଥିତ ବରକାନି ଗ୍ରାମ ରେ ଏହି ଏଲପିଜି ପ୍ଳାଣ୍ଟର ନିର୍ମାଣ କରାଯାଉଛି । ଏହି ପ୍ଲାଣ୍ଟ 23 ଏକର ଜମିରେ ନିର୍ମାଣ କରାଯାଉଛି । ବାର୍ଷିକ 42 ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବା ଖମତା ରହିଛି । 2020 ସୁଦ୍ଧା କାର୍ଯ୍ୟକ୍ଷମ ହେବ କୁ ଥିବା ବେଳେ ଓଡିଶା ର 14 ଟି ଜିଲ୍ଲା ର ଉପଭୋକ୍ତା ଙ୍କୁ ଏଲପିଜି ସିଲିଣ୍ଡର ଯୋଗାଣ କରିବ।

Byte_ ଅତୁଲ୍ୟ କୁମାର, ଇଷ୍ଟ , ରିଯୋନାଲ ଏଲପିଜି ମ୍ୟାନେଜର ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.