ETV Bharat / city

ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ନେଇ ଡିଜିଙ୍କ ବୈଠକ - Venkaiah Naidu come to odisha on 6th october

ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏନେଇ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଫାଇଲ ଫଟୋ
author img

By

Published : Oct 2, 2019, 4:43 PM IST

ଭୁବନେଶ୍ବର: ଆସନ୍ତା 6 ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ସେ କଟକ-ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିପାଇଁ ଓଡିଶା ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଡିଜିଙ୍କ ଅଧ୍ୟକ୍ଷତାରେ ଡିଜି କ୍ୟାମ୍ପ ଅଫିସରେ ଏହି ବୈଠକ ବସିଥିଲା । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କିପରି କଡାକଡି କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଗୁଇନ୍ଦା ବିଭାଗ ଡିଜି ସୁନିଲ ରୟ, ଆଇନ ଶୃଙ୍ଖଳା ଆଇଜି, ସିଆଇଏସଏଫ ସହ ପୋଲିସ କମିଶନର ମଧ୍ୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତିBody:

ଆସନ୍ତା ୬ ତାରିଖରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି।କଟକ ଓ ଭୁବନେଶ୍ବରରେ ହେବାକୁ ଥିବା କାର୍ଯକ୍ରମ ଦିନିକିଆ ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ।ଏନେଇ ଓଡିଶା ପୋଲିସ ପକ୍ଷରୁ ହୋଇଛି ପ୍ରସ୍ତୁତି ବୈଠକ।ଡିଜିଙ୍କ କ୍ଯାମ୍ପ ଅଫିସରେ ଏନେଇ ଡିଜି ଙ୍କ ନେତୃତ୍ବରେ ହୋଇଛି ବୈଠକ। ବୈଠକରେ ଗୁଇନ୍ଦା ବିଭାଗ ଡିଜି ସୁନିଲ ରୟ,ଆଇନଶୃଙ୍ଖଳା ଆଇଜି,ସିଆଇଏସଏଫ ସହ ପୋଲିସ କମିସନରଙ୍କ ମଧ୍ଯର ଶେଷ ହୋଇଛି ବୈଠକ ତେବେ ସୁଚନା ମୁତାବକ କଟକରେ ହେଉଥିବା ସମାଜ ଖବର କାଗଜର ୧୦୦ ତମ ବାର୍ଷିକ ଉତ୍ସବ ଅବସରରେ ଯୋଗଦେବେ ଉପରାଷ୍ଟ୍ରପତି ସେହିପରି କିଟରେ ମଧ୍ଯ କାର୍ଯକ୍ରମରେ ଯୋଗଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ।ଏନେଇ ସୁରକ୍ଷା ବ୍ଯବସ୍ଥା ସହ ଉଭୟ କଟକ ଓଭୁବନେଶ୍ବରର ରୁଟ ଲାଇନ ମଧ୍ଯ ପ୍ରସ୍ତୁତ କରାଯାଇଛି । ଏନେଇ ଖୁବଶିଘ୍ର ରିହଲସହ ହେବ ବୋଲି ସୁଚନା ମିଳିଛି।Conclusion:ବାଇଟ-ବି କେ ଶର୍ମା,ପୋଲିସ ଡିଜି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.