ETV Bharat / city

BMC ଗାଇଡଲାଇନକୁ ବିରୋଧ, ପରିବା ଫିଙ୍ଗି ବିକ୍ଷୋଭ କଲେ ବ୍ୟବସାୟୀ - ବିକ୍ଷୋଭ କଲେ ପରିବା ବେପାରୀ

ବିଏମସି ଗାଇଡଲାଇନକୁ ବିରୋଧ କରି ଶୁକ୍ରବାର ରାସ୍ତାରେ ପରିବା ଫିଙ୍ଗି ବିକ୍ଷୋଭ କଲେ ପରିବା ବେପାରୀ । ଅଧିକ ପଢନ୍ତୁ...

ରାସ୍ତାରେ ପରିବା ଢାଳି ବିକ୍ଷୋଭ କଲେ ବ୍ୟବସାୟୀ

author img

By

Published : Jul 9, 2021, 12:26 PM IST

Updated : Jul 9, 2021, 12:34 PM IST

ଭୁବନେଶ୍ବର: ରାସ୍ତାରେ ପରିବା ଫିଙ୍ଗି ବିକ୍ଷୋଭ କଲେ ପରିବା ବେପାରୀ । ବିଏମସି ଗାଇଡଲାଇନକୁ ବିରୋଧ କରି ଶୁକ୍ରବାର ରାସ୍ତାରେ ପରିବା ଫିଙ୍ଗି ବିକ୍ଷୋଭ କଲେ ପରିବା ବେପାରୀ । ସୂଚନା ଅନୁଯାୟୀ, ଆଜି(ଶୁକ୍ରବାର) 20 ଫୁଟ ଦୂରତାରେ ବସି ପରିବା ବିକିବାକୁ ବ୍ୟବସାୟୀଙ୍କୁ ବିଏମସି ଅନୁମତି ଦେଇଥିଲା । ଶୁକ୍ରବାର ସକାଳୁ ବେପାରୀ ପରିବା ଧରି ଭିଏସଏସ ନଗର ହାଟରେ ପହଞ୍ଚିଥିଲେ । ମାତ୍ର ହାଟର ପରିଧି ଅନୁଯାୟୀ 20 ଫୁଟ ଦୂରତାରେ ବସିଲେ କେବଳ 60 ବେପାରୀ ପରିବା ବିକି ପାରିବେ ।

ପରିବା ଫିଙ୍ଗି ବିକ୍ଷୋଭ କଲେ ବ୍ୟବସାୟୀ

କିନ୍ତୁ ହାଟକୁ ଆସିଥିଲେ 170 ପରିବା ବିକାଳୀ । ଅବଶିଷ୍ଟ ବିକାଳୀ ଏହାକୁ ବିରୋଧ କରି ରାଜରାସ୍ତାରେ ପରିବା ଫୋପାଡି ବିକ୍ଷୋଭ କରିଛନ୍ତି । ତେଣୁ ପୂର୍ବଭଳି ଅପାତତଃ ୧୦ ପୁଟ ଦୂରରେ ବ୍ୟବସାୟ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି ପରିବା ବିକାଳୀ । ପରେ ହାଟର କର୍ମକର୍ତ୍ତାଙ୍କ ସହ ବିଏମସି କର୍ତ୍ତୃପକ୍ଷ କଥା ହେବା ପରେ ଧାରଣାରୁ ଉଠିଥିଲେ ବିକାଳୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jul 9, 2021, 12:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.