ETV Bharat / city

ଜଗନ୍ନାଥ ପ୍ରସାଦ ଗାଁରେ ସାନିଟାରୀ ନାପକିନ ବାଣ୍ଟିଲେ ବର୍ଷା - ସାନିଟାରୀ ନାପକିନ୍ କିଟ୍ ବଣ୍ଟନ

ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଜଗନ୍ନାଥ ପ୍ରସାଦ ନିକଟସ୍ଥ ଚୁନୋକୋଳି ଗ୍ରାମରେ ସାନିଟାରୀ ନାପକିନ୍ କିଟ୍ ବଣ୍ଟନ କରିଛନ୍ତି । ଅଧିକ ପଢନ୍ତୁ...

Varsha Priyadarshini Distributed sanitary napkins in Jagannath Prasad village
ଜଗନ୍ନାଥ ପ୍ରସାଦ ଗାଁରେ ବର୍ଷାଙ୍କ ସାନିଟାରୀ ନାପକିନ୍ କିଟ୍ ବଣ୍ଟନ
author img

By

Published : Jun 18, 2021, 9:32 PM IST

ଭୁବନେଶ୍ବର: ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶନୀ ଜଗନ୍ନାଥ ପ୍ରସାଦ ନିକଟସ୍ଥ ଚୁନୋକୋଳି ଗ୍ରାମରେ ସାନିଟାରୀ ନାପକିନ୍ କିଟ୍ ବଣ୍ଟନ କରିଛନ୍ତି । ଏହାସହ ଗାଁର ପରିଦର୍ଶନ କରି ମହିଳାମାନଙ୍କୁ ଭେଟିବା ଓ ମାସିକ ଋତୁସ୍ରାବର ସ୍ୱଚ୍ଛତା ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ ।

ଜଗନ୍ନାଥ ପ୍ରସାଦ ଗାଁରେ ବର୍ଷାଙ୍କ ସାନିଟାରୀ ନାପକିନ୍ କିଟ୍ ବଣ୍ଟନ

ଲଜ୍ୟା କି ଡର ନୁହେଁ ବରଂ ସ୍ୱଚ୍ଛତାକୁ ନେଇ ମୁହଁ ଖୋଲିବା ସମୟ ଆସିଛି ବୋଲି ସେମାନଙ୍କୁ ସଚେତନତା କରାଇଥିଲେ ।

ସମସ୍ତ କୋଭିଡ୧୯ କଟକଣା ଅନୁସରଣ କରି ବର୍ଷାଙ୍କ ସମାଜ କଲ୍ୟାଣକାରୀ ସଂସ୍ଥା ଦ୍ୱାରା ଏହି ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା । ଏହିପରି ସଚେତନତା ଅଭିଯାନ ମହିଳାଙ୍କ ଋତୁସ୍ରାବର ସ୍ୱଚ୍ଛତା ବଜାୟ ରଖିବା ସହ ମହିଳାମାନେ ଗୁରୁତର ରୋଗରୁ ରକ୍ଷା ପାଇବାରେ ସହାୟକ ହେବ ବୋଲି କହିଥିଲେ ବର୍ଷା । ତେଣୁ ଏଭଳି ମହାମାରୀର କରାଳ ପରିସ୍ଥିତିରେ ଭିତରେ ସବୁ ମହିଳାଙ୍କୁ ସ୍ୱଚ୍ଛ ବା ପରିଛନ୍ନ ରହିବାକୁ ବୁଝାଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.