ETV Bharat / city

VACCINATION: ଆଜିଠୁ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯାଉଛି ଟିକା - ଭ୍ୟାକ୍ସିନେସନ

ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଆଜିଠୁ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯାଉଛି ଟିକା । ଅଧିକ ପଢନ୍ତୁ...

Vaccines will be given to pregnant women in the state from today
VACCINATION: ଆଜିଠୁ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯାଉଛି ଟିକା
author img

By

Published : Jul 16, 2021, 1:10 PM IST

Updated : Jul 16, 2021, 1:27 PM IST

ଭୁବନେଶ୍ବର: ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଆଜିଠୁ ରାଜ୍ୟରେ ଗର୍ଭବତୀମାନଙ୍କୁ ଟିକାକରଣ ଆରମ୍ଭ ହୋଇଛି । cowin ପୋର୍ଟାଲରେ ଏଥିପାଇଁ ସ୍ବତନ୍ତ୍ର ଫିଚର ବ୍ୟବସ୍ଥା କରାଯାଇଛି । ବର୍ଷକୁ 9 ଲକ୍ଷ ଗର୍ଭବତୀ ମହିଳା ପଞ୍ଜିକରଣ କରଛନ୍ତି । ସେଥି ମଧ୍ୟରୁ ସାଢେ 4 ଲକ୍ଷଙ୍କୁ ଏବେ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।

VACCINATION: ଆଜିଠୁ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯାଉଛି ଟିକା

ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଗର୍ଭାବତୀଙ୍କୁ ଟୀକାକରଣ ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନେ ଟିକା ପାଇଁ ଆସିଲା ବେକେ ସେମାନଙ୍କୁ ଧାଡ଼ିରେ ଠିଆ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ଜଣେ ମହିଳା କହିଛନ୍ତି ଯେ ଗର୍ଭବତୀ ଟିକା ନେବା ଆବଶ୍ୟକ । ଏନେଇ ଉଭୟ ମାଆ ଓ ଶିଶୁ ସୁସ୍ଥ ରହିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 16, 2021, 1:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.