ETV Bharat / city

ରାଜଧାନୀର 6ଟି ସେଣ୍ଟରରେ ଚାଲିଛି ଟୀକାକରଣ - ଭୁବନେଶ୍ବରର 6 ଟି ସେଣ୍ଟରରେ ଟୀକାକରଣ

ଆରମ୍ଭ ହେଲା କୋଭିଡ ଟୀକାକରଣ । ଦୀର୍ଘଦିନର ଅପେକ୍ଷା ପରେ କୋଭିଡ ଟୀକାକରଣ ଶନିବାର ଆରମ୍ଭ ହୋଇଛି। ତେବେ ଭୁବନେଶ୍ବରର 6ଟି ସେଣ୍ଟର ହୋଇଛି। ଅଧିକ ପଢନ୍ତୁ...

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ଟୀକାକରଣ
କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ଟୀକାକରଣ
author img

By

Published : Jan 16, 2021, 1:32 PM IST

ଭୁବନେଶ୍ବର: ଆରମ୍ଭ ହେଲା କୋଭିଡ ଟୀକାକରଣ । ଦୀର୍ଘଦିନର ଅପେକ୍ଷା ପରେ କୋଭିଡ ଟୀକାକରଣ ଶନିବାର ଆରମ୍ଭ ହୋଇଛି । ତେବେ ଭୁବନେଶ୍ବରର 6ଟି ସେଣ୍ଟର ହୋଇଛି । ଭୁବନେଶ୍ବରରେ ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କୋଭାକ୍ସିନ ଟିକା ଦିଆଯାଉଛି। କ୍ୟାପିଟାଲ ହସ୍ପିଟାଲ, ୟୁନିଟ 4,ବିଏମସି ହସ୍ପିଟାଲ, ସମ ହସ୍ପିଟାଲ, କିମ୍ସ ହସ୍ପିଟାଲ ଓ ଏମ୍ସ ହସ୍ପିଟାଲରେ ଟୀକାକରଣ ଆରମ୍ଭ ହୋଇଛି । ପ୍ରତ୍ୟେକ ସେଣ୍ଟରରେ 100 ଜଣ ଟୀକା ନେବାର ବ୍ୟବସ୍ଥା ହୋଇଛି।

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ଟୀକାକରଣ

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.