ଭୁବନେଶ୍ବର: ରାଜ୍ୟରେ ଟିକାର ଅଭାବ ପରେ କମିଲା ଟୀକାକରଣ । ରାଜ୍ୟରେ ଆଜି(ମଙ୍ଗଳବାର) 1 ଲକ୍ଷ 73 ହଜାର 307 ହୋଇଛି ଟୀକାକରଣ । ମୋଟ 1103 ସ୍ଥାନରେ ଟୀକାକରଣ ହୋଇଛି ।
ରାଜ୍ୟରେ ଟୀକାର ଅଭାବ ହେତୁ ଆଜି କମିଛି ଟୀକାକରଣ ସଂଖ୍ୟା । ଗୋଟିଏ ଦିନରେ 1 ଲକ୍ଷ 74 ହଜାର 307 ଜଣ ଟିକାଗ୍ରହଣ କରିଛନ୍ତି । 1103 ଟି ସ୍ଥାନରେ ଟୀକାକରଣ କରାଯାଇ ଥିବାବେଳେ ରାଜ୍ୟରେ ମୋଟ 37 ଲକ୍ଷ 41 ହଜାର 117 ଜଣ ଟୀକାକରଣ କରିଛନ୍ତି ।
ପ୍ରଥମ ଡୋଜରେ 45 ରୁ 59 ବର୍ଷ ମଧ୍ୟରେ 109405 ଜଣ ଟୀକାକରଣ କରାଯାଇଛି । ସେହିପରି ଦ୍ୱିତୀୟ ଡୋଜ ନେଇଛନ୍ତି 989 । 60 ବର୍ଷରୁ ଊର୍ଦ୍ଧ୍ବ ପ୍ରଥମ ଡୋଜରେ 50906 ଜଣ ଟୀକାକରଣ ନେଇ ଥିବାବେଳେ ଦ୍ୱିତୀୟ ଡୋଜରେ ଟୀକା ନେଇଛନ୍ତି 9797 । ତେବେ ରାଜ୍ୟରେ ମୋଟ କୋଭିସିଲ୍ଡ 162529 ଟୀକାକରଣ କରାଯାଇ ଥିବାବେଳେ ମୋଟ କୋଭାକ୍ସିନ 10778 ଜଣ ନେଇଛନ୍ତି । ତେବେ ମୋଟ ଆକାରରେ 173307 ଜଣ ଆଜି ଟୀକା ନେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
ଟିକାର ଅଭାବ ପରେ କମିଲା ଟୀକାକରଣ - ଟିକା ଅଭାବରେ ଟୀକାକରଣ କମିଲା
ରାଜ୍ୟରେ ଟିକାର ଅଭାବ କାରଣରୁ କମୁଛି ଟୀକାକରଣ । ଗୋଟିଏ ଦିନରେ 1 ଲକ୍ଷ 74 ହଜାର 307 ଜଣ କରିଛନ୍ତି ଟିକାଗ୍ରହଣ । ଅଧିକ ପଢନ୍ତୁ...