ETV Bharat / city

ରାଜଧାନୀ ଗ୍ୟାରେଜ ଛକ ନିକଟରୁ ଅଜଣା ମୃତଦେହ ଉଦ୍ଧାର

author img

By

Published : Nov 5, 2020, 9:39 AM IST

ସନ୍ଦିଗ୍ଧ ଅବସ୍ଥାରେ ଭୁବନେଶ୍ବର ଗ୍ୟାରେଜ ଛକ ନିକଟ ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ...

ରାଜଧାନୀ ଗ୍ୟାରେଜ ଛକରେ ଅଜଣା ମୃତଦେହ ଉଦ୍ଧାର
ରାଜଧାନୀ ଗ୍ୟାରେଜ ଛକରେ ଅଜଣା ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀରୁ ପୁଣି ଅଜଣା ମୃତଦେହ ଉଦ୍ଧାର। ଲିଙ୍ଗରାଜ ଥାନା ଗ୍ୟାରେଜ ଛକ ନିକଟ ପୋଖରୀରୁ ୪୦ ବର୍ଷିୟ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି ପୋଲିସ । ବ୍ୟକ୍ତି ଜଣଙ୍କ ଜିନ୍ସ ଫୁଲ ପ୍ୟାଣ୍ଟ ସହ ଚେକ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ତେବେ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିନାହିଁ ।

ତେବେ ମୃତଦେହ ସେଠାକୁ ଆସିଲା କିପରି ? ମୃତଦେହକୁ ସେଠାରେ କେହି ପକାଇଛି ନା କୌଣସି ଦୁର୍ଘଟଣା ବଶତଃ ମୃତଦେହଟି ପଡିରହିଛି । ଏନେଇ ବିଭିନ୍ନ ଦିଗକୁ ନେଇ ତନାଘନା ଆରମ୍ଭ କରିଛି ପୋଲିସ। ଘଟଣାରେ ୪୫/୨୦ରେ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.