ETV Bharat / city

‘ଉଚ୍ଛ୍ବାସ’ ଉଦ୍‌ଘାଟିତ; ନୃତ୍ୟ, ବାଦ୍ୟ, ସଙ୍ଗୀତରେ ଦର୍ଶକ ବିମୋହିତ - ନୃତ୍ୟ, ବାଦ୍ୟ, ସଙ୍ଗୀତରେ ଦର୍ଶକ ବିମୋହିତ

ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମଙ୍ଗଳ ସମିତି ପକ୍ଷରୁ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ‘ଉଚ୍ଛ୍ବାସ’ କାର୍ଯ୍ୟକ୍ରମ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 19, 2019, 6:26 AM IST

ଭୁବନେଶ୍ବର: ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମଙ୍ଗଳ ସମିତି ପକ୍ଷରୁ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ‘ଉଚ୍ଛ୍ବାସ’ କାର୍ଯ୍ୟକ୍ରମ । ଯେଉଁଥିରେ ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବୁଧବାର ପ୍ରଥମ ସନ୍ଧ୍ୟାରେ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ଜଗନ୍ନାଥ ବନ୍ଦନାରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପରେ ପରେ ଗୁରୁ ଅମିତ କୁମାର ଦାସ ଓ ସାଥୀ କଳାକାରଙ୍କ ଦ୍ବାରା ବୃନ୍ଦ ଯନ୍ତ୍ର ସଙ୍ଗୀତ ବାଦନ କରାଯାଇଥିଲା । ଏହାପରେ ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଓ ସାଥୀ ଓଡିଶୀ କଣ୍ଠ ଶିଳ୍ପୀ ମିଶି ସଙ୍ଗୀତ ପରିବେଶଣ କରିଥିଲେ ।

ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଗୁରୁ ପ୍ରମୋଦ କୁମାର ଓ ସାଥୀ କଳାକାରଙ୍କ ଦ୍ବାରା ବୃନ୍ଦ ତବଲା ବାଦନ ଓ ଗୁରୁ ନବ ମିଶ୍ର ଓ ସାଥୀଙ୍କ ଦ୍ବାରା ଓଡିଶୀ ଦଳଗତ ନୃତ୍ୟ ପରିବେଶଣ କରାଯାଇଥିଲା । ପରିଶେଷରେ ନାଟକ ‘ଶ୍ରେଷ୍ଠାନସେ ନଟବର’ ମଞ୍ଚସ୍ଥ ହୋଇଥିଲା । ଯାହାର ନିର୍ଦ୍ଦେଶନା ଦାୟିତ୍ବରେ ରହିଥିଲେ ଗୁରୁ ଜିତେନ୍ଦ୍ର ପଟ୍ଟନାୟକ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ମଞ୍ଚରେ ନିଜ ପ୍ରତିଭାର ରଙ୍ଗ ବିଖରିତ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ।

Body:ସ୍ଥାନୀୟ ରବିନ୍ଦ୍ରମଣ୍ଡପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ମଙ୍ଗଳ ସମିତି ପକ୍ଷରୁ ଆୟୋଜିତ ହୋଇଥିଲା ଦ୍ଵିଦିବସୀୟ ଉଛ୍ୱାସର ରଙ୍ଗ କାର୍ଯ୍ୟକ୍ରମ।ଯେଉଁଥିରେ ଉଭୟ ବର୍ତ୍ତମାନ ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରିଥିଲେ। ପ୍ରଥମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ ଜଗନ୍ନାଥ ବନ୍ଦନା ରୁ ଆରମ୍ଭ ହୋଇଥିଲା।ପରେ ପରେ ଗୁରୁ ଅମିତ କୁମାର ଦାସ ଓ ସାଥି କଳାକାରଙ୍କ ଦ୍ବାରା ବୃନ୍ଦ ଯନ୍ତ୍ର ସଙ୍ଗୀତ ବାଦନ କରାଯାଇଥିଲା।ଏହାପରେ ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଓ ସାଥି ଓଡିଶୀ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ ।ଏହାର ପରବର୍ତୀ କାର୍ଯ୍ୟକ୍ରମରେ ଗୁରୁ ପ୍ରମୋଦ କୁମାର ଓ ସାଥି ଙ୍କ ଦ୍ଵାରା ବୃନ୍ଦ ତବଲା ବାଦନ ଓ ଗୁରୁ ନବ ମିଶ୍ର ଓ ସାଥୀଙ୍କ ଦ୍ୱାରା ଓଡିଶୀ ଦଳଗତ ନୃତ୍ୟ ପରିବେଷଣ କରାଯାଇଥିଲା।ସାନ୍ଧ୍ୟାର ଶେଷ କାର୍ଯ୍ୟକ୍ରମରେ ନାଟକ ଶ୍ରେଷ୍ଠାନସେ ନଟବର ପରିବେଷିତ ହୋଇଥିଲା।ଯାହାର ନିର୍ଦେଶନା ଗୁରୁ ଜିତେନ୍ଦ୍ର ପଟ୍ଟନାୟକ ଦେଇଥିଲେ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.