ଭୁବନେଶ୍ବର: ପୁଣି କାୟା ମେଲୁଛି କୋରୋନା । ଟିକା ଆସିବା ପରେ ବି ଦ୍ବିତୀୟ ଷ୍ଟ୍ରେନର ଭୟାବହତା ବଢି ଚାଲିଛି । ତେବେ ପୂର୍ବ ଫର୍ମୁଲା ସହ ସରକାର ଲକଡାଉନ ଓ ସଟଡାଉନକୁ ଆପଣାଇଲେଣି ।
ଆଜି ପୋଖରୀପୁଟ ସ୍ଥିକ ଏକ ଆପାର୍ଟମେଣ୍ଟରୁ 2 ଜଣ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଏହାସହ ଓଡିଶାରେ ସର୍ବେମୋଟ 210 ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ