ETV Bharat / city

ପ୍ରଶାସନକୁ ପ୍ରଶ୍ନ; ରାଜାକୁ 4 ଲକ୍ଷ କ’ଣ ବିଶ୍ବସ୍ତରୀୟ ସହାୟତା ?

author img

By

Published : Sep 20, 2021, 10:54 PM IST

ସ୍ମାର୍ଟିସିଟିର ସ୍ମାର୍ଟ ବ୍ୟବସ୍ଥାରେ ବଳି ପଡୁଛି ନୀରିହ ନିଷ୍ପାପ ଜୀବନ । ସଡକରୁ ନେଇ ସୋସିଆଲ ମିଡିଆ ସବୁଠି ଦେଖିବାକୁ ମିଳିଛି ଜନ ଆକ୍ରୋଶ । ସରକାରଙ୍କ ବ୍ୟବସ୍ଥା ଉପରେ ଉଠୁଛି ପ୍ରଶ୍ନ । ଅଧିକ ପଢନ୍ତୁ...

ପ୍ରଶାସନକୁ ଜନତାଙ୍କ ପ୍ରଶ୍ନ; ରାଜାକୁ 4 ଲକ୍ଷ କଣ ବିଶ୍ବସ୍ତରୀୟ ସହାୟତା ?

ଭୁବନେଶ୍ବର: ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ ! ରାଜଧାନୀର ଛାତି ଉପରୁ ଭାସିଯାଉଛନ୍ତି ଲୋକ । ସ୍ମାର୍ଟି ସିଟିରସ୍ମାର୍ଟ ବ୍ୟବସ୍ଥାରେ ବଳି ପଡୁଛି ନୀରିହ ନିଷ୍ପାପ ଜୀବନ । ଭୁବନେଶ୍ବରର ଡ୍ରେନରେ ପଡି ଛାତ୍ର ମୃତ୍ୟୁ ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଆଉ ସଡକରୁ ନେଇ ସୋସିଆଲ ମିଡିଆ ଚାରିଆଡେ ଅସନ୍ତୋଷ ଏବଂ ଜନଆକ୍ରୋଶ ଦେଖିବାକୁ ମିଳିଛି ।

ରବିବାର ରାଜଧାନୀରେ ଘଟିଥିଲା ଅଘଟଣ । ଟିଉସନ ଯିବା ବେଳେ ଡ୍ରେନରେ ପଡି ନିଖୋଜ ହୋଇଯାଇଥିଲେ ୧୪ ବର୍ଷର ଛାତ୍ର ଜ୍ୟୋତି ପ୍ରକାଶ ବେହେରା । ଖଣ୍ଡଗିରି ଥାନା ଅଞ୍ଚଳ ସୌଭାଗ୍ୟ ନଗରରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମର 19 ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ସୋମବାର ମିଳିଥିଲା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହ ।

ଘଟଣାକୁ ନେଇ ବିଏମସି ଉପରେ ଉଠିଛି ପ୍ରଶ୍ନବାଚୀ । ପ୍ରଶାସନର ଅବହେଲା କାରଣରୁ ଜଣେ ନିଷ୍ପାପ ଛାତ୍ରର ଜୀବନ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ସାଧାରଣ ଜନତା । ଏନେଇ ଟ୍ବିଟରରେ ଦେଖିବାକୁ ମିଳିଛି ଜନଆକ୍ରୋଶ ।

ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ପରିବାରକୁ 4 ଲକ୍ଷର ସହୟତା ଅର୍ଥ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସହାୟତା ଅର୍ଥ ଘୋଷଣା ଉପରେ ମଧ୍ୟ ସରକାରଙ୍କୁ ଘେରିଛନ୍ତି ଲୋକେ । କିଏ ଏହାକୁ ବିଶ୍ବସ୍ତରୀୟ ସହାୟତା କହି କଟାକ୍ଷ କରିଛି ତ ଆଉ କିଏ ମଣିଷର ଜୀବନ ମୂଲ୍ୟ କଣ 4 ଲକ୍ଷ ବୋଲି କରିଛନ୍ତି ପ୍ରଶ୍ନ ।

ପ୍ରତିଥର ବର୍ଷାରେ ଉବୁଟୁବୁ ହେଉଛି ରାଜଧାନୀ । ଯେଉଁ ସହରର ବ୍ୟସ୍ତବହୁଳ ରାସ୍ତାରେ ଗାଡି ମୋଟର ଦୌଡେ ସେଠି ଡଙ୍ଗା ଚାଲିବାର ସମ୍ଭାବନାକୁ ଏଡାଇ ଦିଆଯାଇପାରେ । ସବୁ ଦେଖି ମଧ୍ୟ ଶୋଇରହୁଛନ୍ତି ସରକାର । ଆଉ ଦେଖି ନଦେଖିଲା ପରି ଅଭିନୟ କରୁଛି ପ୍ରଶାସନ । ଏସବୁ ଭିତରେ ରାଜ୍ୟ ସରକାରଙ୍କ ବିଶ୍ବସ୍ତରୀୟ ବ୍ୟବସ୍ଥା ଆଗରେ ନିରୀହ ଜୀବନର ଭେଟି ଚଢିଯାଉଛି ବୋଲି ଜୋର ଦେଇ କୁହାଯାଇପାରେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.