ETV Bharat / city

ରାଜଧାନୀରେ କିନ୍ନରଙ୍କ ନବରାତ୍ରୀ ପୂଜା

ନବରାତ୍ରୀର ଦ୍ବିତୀୟ ଦିନରେ ମା’ ଦୁର୍ଗାଙ୍କୁ ଶୈଳପୁତ୍ରୀ ରୂପେ ପୂଜା କରିବା ସହ ଜଗତର କଲ୍ୟାଣ ଓ ମହାମାରୀ ଦୁରୀକରଣ ପାଇଁ ଆଶୀର୍ବାଦ କାମନା କରିଥିଲେ ଭୁବନେଶ୍ବରର କିନ୍ନର ସମାଜ । ଅଧିକ ପଢନ୍ତୁ...

ମା' ଦୁର୍ଗାଙ୍କୁ ଆରଧନା କରି ନବରାତ୍ରୀ ପୂଜା କଲେ କିନ୍ନର

author img

By

Published : Oct 9, 2021, 12:36 PM IST

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଦେବୀ ଦୁର୍ଗାଙ୍କ ନବରାତ୍ରୀ ପୂଜା । ଶକ୍ତି ପୀଠ ଠାରୁ ଆରମ୍ଭ କରି ପୂଜା ପେଣ୍ଡାଲ ଗୁଡିକରେ ୯ ଦିନ ଧରି ୯ଟି ରୂପରେ ପୂଜା ପାଇବେ ମା' । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ମନ୍ଦିର ପୂଜା ପେଣ୍ଡାଲ ଗୁଡିକରେ ମା'ଙ୍କୁ ଏବେ ବିଭିନ୍ନ ରୂପରେ ପୂଜା କରାଯାଉଥିବା ବେଳେ କିନ୍ନର ସମାଜ ମଧ୍ୟ ମାଙ୍କୁ ଆରଧନା କରିଛନ୍ତି ।

ମା' ଦୁର୍ଗାଙ୍କୁ ଆରଧନା କରି ନବରାତ୍ରୀ ପୂଜା କଲେ କିନ୍ନର

ନବରାତ୍ରୀର ଦ୍ବିତୀୟ ଦିନରେ ମା' ଦୁର୍ଗାଙ୍କୁ ଶୈଳପୁତ୍ରୀ ରୂପେ ପୂଜା କରିବା ସହ ଜଗତର କଲ୍ୟାଣ ଓ ମହାମାରୀ ଦୂରୀକରଣ ପାଇଁ ଆଶୀର୍ବାଦ କାମନା କରିଥିଲେ ଭୁବନେଶ୍ବରର କିନ୍ନର ସମାଜ । ତେବେ ପ୍ରତିବର୍ଷ କିନ୍ନର ମାନେ ମା ଦୁର୍ଗାଙ୍କୁ ପୂଜା କରିବା ସହ ନବରାତ୍ରୀ ମଧ୍ୟ କରିଥାନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.