ETV Bharat / city

ସ୍ମାର୍ଟସିଟିରେ କିନ୍ନରଙ୍କୁ ମିଳିଲା ଟିକା - କିନ୍ନରଙ୍କୁ ଟିକା

ଭୁବନେଶ୍ବରରେ ବିଏମସି ପକ୍ଷରୁ ବିଭିନ୍ନ ବର୍ଗଙ୍କୁ ଟୀକାକରଣରେ ସାମିଲ କରାଯାଇଛି । ସଂକ୍ରମଣକୁ ମାତ ଦେବା ପାଇଁ ଟୀକାକରଣକୁ ବ୍ୟାପକ କରାଯାଇଛି। ଅଧିକ ପଢନ୍ତୁ...

ସ୍ମାର୍ଟସିଟିରେ କିନ୍ନରଙ୍କୁ ଟିକା
ସ୍ମାର୍ଟସିଟିରେ କିନ୍ନରଙ୍କୁ ଟିକା
author img

By

Published : Jun 14, 2021, 8:50 PM IST

Updated : Jun 15, 2021, 3:49 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ କିନ୍ନରଙ୍କୁ ଟିକା । ଭୁବନେଶ୍ବରରେ ବିଏମସି ପକ୍ଷରୁ ବିଭିନ୍ନ ବର୍ଗଙ୍କୁ ଟୀକାକରଣରେ ସାମିଲ କରାଯାଇଛି । ସଂକ୍ରମଣକୁ ମାତ ଦେବା ପାଇଁ ଟୀକାକରଣକୁ ବ୍ୟାପକ କରାଯାଇଛି।

ସ୍ମାର୍ଟସିଟିରେ କିନ୍ନରଙ୍କୁ ଟିକା

ସୋମବାର ବିଏମସି ପକ୍ଷରୁ କିନ୍ନରମାନଙ୍କୁ ଟିକା ଦିଆଯାଇଛି । ଭୁବନେଶ୍ବରର ପ୍ରାୟ ୩୦ ରୁ ଉର୍ଦ୍ଧ୍ବ କିନ୍ନରଙ୍କୁ ଟୀକାକରଣ କରାଯାଇଛି।

ବିଏମସି ନର୍ଥ ଜୋନରେ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପରେ ଏହି ଟୀକାକରଣ କରାଯାଇଛି। ଟୀକାକରଣରେ କିନ୍ନରଙ୍କୁ ସାମିଲ କରିଥିବାରୁ କିନ୍ନର ଗୋଷ୍ଠୀ ବିଏମସିର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି।

ପୂର୍ବରୁ ବିଏମସି ପକ୍ଷରୁ ବୟସ୍କ, ଶଯ୍ୟାଶାୟୀ, ଦିବ୍ୟାଙ୍ଗ, ବାସହୀନଙ୍କୁ ଟିକା ପ୍ରଦାନ କରାଯାଇଛି। ଆଗକୁ ଅଧିକ କ୍ରିୟାଶୀଳ ହେବ ଟୀକାକରଣ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jun 15, 2021, 3:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.