ETV Bharat / city

ରାଜଧାନୀବାସୀଙ୍କୁ ସୁରକ୍ଷା ମନ୍ତ୍ର ଦେଲା କିନ୍ନର ସଙ୍ଘ - bbsr news

ନୂଆ ମୋଟର ଯାନ ଆଇନକୁ ନେଇ ରାଜଧାନୀରେ ସଚେତନତା ବାର୍ତ୍ତା ଦେଇଛନ୍ତି କିନ୍ନର ସୁରକ୍ଷା ସଙ୍ଘ। ଏହାସହ ନୂଆ ଟ୍ରାଫିକ ନିୟମ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ସଙ୍ଘ ପ୍ରକାଶ କରିଛି।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Sep 13, 2019, 7:29 PM IST

ଭୁବନେଶ୍ବର: ରାଜଧାନୀର ରାଜରାସ୍ତାରେ ସଡ଼କ ସୁରକ୍ଷା ସହ ଟ୍ରାଫିଙ୍କ ନିୟମ ଉପରେ ସଚେତନ କରାଇଛନ୍ତି କିନ୍ନର ସୁରକ୍ଷା ସଙ୍ଘ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରାଫିକ ନିୟମକୁ 3 ମାସ ପାଇଁ କୋହଳ କରିଥିବା ବେଳେ ଏବେ ଏଥିପ୍ରତି କୌଣସି ସଂଘ ଆନ୍ଦୋଳନ କରୁଛି ତ ଆଉ କିଏ ନିନ୍ଦା ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ହେଲେ ଟ୍ରାଫିକ ନିୟମ ମାନିଲେ ଆମେ ନିଜ ଜୀବନ ସହ କିଭଳି ଅନ୍ୟର ଜୀବନକୁ ସୁରକ୍ଷା ଦେଇ ପାରିବା ତା ଉପରେ ଆଜି ରାଜ୍ୟ କିନ୍ନର ସୁରକ୍ଷା ସଙ୍ଘ ରାଜରାସ୍ତାରେ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ଏହା ସହ ନୂଆ ଟ୍ରାଫିକ ନିୟମ ସ୍ବାଗତ ଯୋଗ୍ୟ ବୋଲି କହିବା ସହ ଲୋକଙ୍କୁ କେବଳ ସଚେତନ କରାଇଲେ ଲୋକେ ଆପେ ଆପେ ସବୁ ନିୟମକୁ ପାଳନ କରିବେ ବୋଲି କିନ୍ନର ସୁରକ୍ଷା ସଙ୍ଘ ପ୍ରକାଶ କରିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜଧାନୀ ର ରାଜ ରାସ୍ତା ରେ ସଡ଼କ ସୁରକ୍ଷା ସହ ଟ୍ରାଫିଙ୍କ ନିୟମ ଉପରେ ସଚେତନ କରାଇଲେ ଟ୍ରାନ୍ସ ଜେଣ୍ଡର ସୁରକ୍ଷା ସଙ୍ଘ
ବର୍ତ୍ତମାନ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରାଫିକ ନିୟମ କୁ 3 ମାସ ପାଇଁ କେହଳ କରିଥିବା ବେଳେ ଏବେ ଏଥି ପ୍ରତି କୌଣସି ସଂଘ ଆନ୍ଦେଳନ କରୁଛି ତ ଆଉ କିଏ ନିନ୍ଦା। ହେଲେ ଟ୍ରାଫିକ ନିୟମ ମାନିଲେ ଆମେ କେତେ ଓ କିଭଳି ନିଜ ଜୀବନ ସହ ଅନ୍ୟ ର ଜୀବନ କୁ ସୁରକ୍ଷା ଦେଇ ପାରିବା ତା ଉପରେ ଆଜି ରାଜ୍ୟ ଟ୍ରାନ୍ସ ଜେଣ୍ଡର ସୁରକ୍ଷା ସଙ୍ଘ ରାଜ ରାସ୍ତା ରେ ସଚେତନତା ର ବର୍ତା ବାଣ୍ଟି ଥିଲା। ଏହା ସହ ନୂଆ ଟ୍ରଫିକ ନିୟମ ସ୍ୱଗତ ଯୋଗ୍ୟ ବୋଲି କହିବା ସହ ଲୋକଙ୍କୁ କେବଳ ସଚେତନ କରାଇଲେ ଲୋକେ ଆପେ ଆପେ ସବୁ ନିୟମ କୁ ପାଳନ କରିବେ ବୋଲି ଟ୍ରାନ୍ସ ଜେଣ୍ଡର ସୁରକ୍ଷା ସଙ୍ଘ ପ୍ରକାଶ କରିଛି।Body:ରାଜଧାନୀ ର ରାଜ ରାସ୍ତା ରେ ସଡ଼କ ସୁରକ୍ଷା ସହ ଟ୍ରାଫିଙ୍କ ନିୟମ ଉପରେ ସଚେତନ କରାଇଲେ ଟ୍ରାନ୍ସ ଜେଣ୍ଡର ସୁରକ୍ଷା ସଙ୍ଘ
ବର୍ତ୍ତମାନ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରାଫିକ ନିୟମ କୁ 3 ମାସ ପାଇଁ କେହଳ କରିଥିବା ବେଳେ ଏବେ ଏଥି ପ୍ରତି କୌଣସି ସଂଘ ଆନ୍ଦେଳନ କରୁଛି ତ ଆଉ କିଏ ନିନ୍ଦା। ହେଲେ ଟ୍ରାଫିକ ନିୟମ ମାନିଲେ ଆମେ କେତେ ଓ କିଭଳି ନିଜ ଜୀବନ ସହ ଅନ୍ୟ ର ଜୀବନ କୁ ସୁରକ୍ଷା ଦେଇ ପାରିବା ତା ଉପରେ ଆଜି ରାଜ୍ୟ ଟ୍ରାନ୍ସ ଜେଣ୍ଡର ସୁରକ୍ଷା ସଙ୍ଘ ରାଜ ରାସ୍ତା ରେ ସଚେତନତା ର ବର୍ତା ବାଣ୍ଟି ଥିଲା। ଏହା ସହ ନୂଆ ଟ୍ରଫିକ ନିୟମ ସ୍ୱଗତ ଯୋଗ୍ୟ ବୋଲି କହିବା ସହ ଲୋକଙ୍କୁ କେବଳ ସଚେତନ କରାଇଲେ ଲୋକେ ଆପେ ଆପେ ସବୁ ନିୟମ କୁ ପାଳନ କରିବେ ବୋଲି ଟ୍ରାନ୍ସ ଜେଣ୍ଡର ସୁରକ୍ଷା ସଙ୍ଘ ପ୍ରକାଶ କରିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.